ମେକ୍ସ ପିକପ ଓଲଟି 20ରୁ ଉର୍ଦ୍ଧ ଆହତ 10 ଗୁରୁତର

108 0

ରାୟଗଡ଼ା:ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କୁଟ୍ରୁରୁପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମେକ୍ସ ପିକପ। 15 ରୁ ଉର୍ଦ୍ଧ୍ୱ ଗୁରୁତର ଆହତ। ଆହତଙ୍କୁ ପ୍ରଥମେ ଅମ୍ବାଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଭବାନୀପାଟଣା, ରାୟଗଡ଼ା ଓ ମୁନିଗୁଡ଼ା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

20ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଉକ୍ତ ଗାଡିଟି କଳାହାଣ୍ଡିର ପଖୋରିବନ୍ଧରୁ ରାୟଗଡ଼ା ଜିଲ୍ ବିଷମକଟକକୁ ନୀଳଗିରି ଗଛ କାଟିବା ପାଇଁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଖବର ପାଇ ଅମ୍ବାଦଳା ପୋଲିସ ପହଞ୍ଚି ଆହତଙ୍କୁ ସ୍ଥାନାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି।

Related Post

ଖପ୍ରାଖୋଲ ବସ ଷ୍ଟପ ନିକଟ ବିଦ୍ୟୁତ ଖମ୍ବର ଏଲ ଇ ଡି ଲାଇଟ ମରାମତି ପାଇଁ ଦାବି

Posted by - September 13, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବସ ଷ୍ଟପ ନିକଟ ଚାରୋଟି ବିଦ୍ୟୁତ ଖମ୍ବ ର ଏଲ ଇ ଡି ଲାଇଟ ମରାମତି ପାଇଁ…

ଆର ପାରିରେ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରା

Posted by - December 24, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ରେଙ୍ଗାଲି ପୁରୁଣାବସ୍ତି ଗ୍ରାମର ବରିଷ୍ଠ ନାଗରିକ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଲେ ବୁର୍ଲା ଭିମସାର ଡାକ୍ତରଖାନାରେ…

ପ୍ରେସ କ୍ଲବର ନୁତନ କର୍ମକର୍ତା ଚୟନ,ସଭାପତି ହେଲେ ପ୍ରଭଜିତ ସିଂ ସାଲୁଜା

Posted by - August 1, 2022 0
ପାଟଣାଗଡ: ୦୧/୦୮( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଅଗ୍ରଣି ଅନୁଷ୍ଠାନ ପ୍ରେସ କ୍ଲବର ନିର୍ବାଚନ ଶେଷ ହୋଇଯାଇଛି । ଚଳିତ ନିର୍ବାଚନରେ ସଭାପତି…

ଅଦାଲତ ଆଦେଶ କୁ ଅବମାନନା କରି ବିଜେଡ଼ି ପଞ୍ଚାୟତ ସଭାପତି ଗିରଫ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) କୋର୍ଟ ୱାରେଣ୍ଟ ବଳରେ ବିଜେଡ଼ି ପଞ୍ଚାୟତ ସଭାପତି ଙ୍କୁ ଅଧ୍ୟ ରାତି ରେ ଘରୁ ଉଠାଇ ନେଲା ବାଲିଆପାଳ ପୋଲିସ । କୋଟ…