ଧର୍ମଗଡ଼ ବିଧାନସଭା ସ୍ତରୀୟ ବୁଥ ଶକ୍ତି କରଣ କର୍ମଶାଳା ଅନୁଷ୍ଠିତ

195 0

ଧର୍ମଗଡ଼ :୩/୩(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ ଶକ୍ତି କରଣ ସ୍ତରୀୟ କର୍ମଶାଳା ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷ ତାରେ ସ୍ଥାନୀୟ ହୋଟେଲ୍ ରାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ପ୍ରଭାରୀ ରମେଶ ସାହୁ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବୁଥ କୁ କିପରି ଶକ୍ତି କରଣ କରାଯିବ।

ସେଥିପାଇଁ ଆଜି ଠାରୁ କର୍ମି ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ସେହିପରି ପ୍ରଭାରୀ ଶ୍ରୀ ସାହୁ ମଧ୍ୟ ଆଗାମୀ ନିର୍ବାଚନ କେମିତି ଓଡ଼ିଶା ରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିବା ସେଥିପାଇଁ ଆଜି ଠାରୁ ବୁଥ କୁ ଶକ୍ତି ଶାଳୀ କରିବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ ରମେଶ ସାହୁ ପୂର୍ବତନ ଜିଲ୍ଳା ସଭାପତି ଧନଞ୍ଜୟ ପାତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ ଧର୍ମଗତ ନଗର ପାଳ ଅଶୋକ କୁମାର ମହାନ୍ତି ଜିଲ୍ଲା ଯୁବ ମୂର୍ଚ୍ଚା ସଭାପତି ବିଜୟ ଦେଵ ସାହୁ ମହିଳା ମୂର୍ଚ୍ଛା ସଭାନେତ୍ରୀ ନିରୁପମା ନାଏକ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ସାଇକେଲ ଦିବସ ରେ ଯାଜପୁର ଟାଉନ ଥାନା ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ

Posted by - June 3, 2020 501
ଯାଜପୁର ଅଫିସ :ଆଜି ବିଶ୍ୱ ସାଇକେଲ ଦିବସରେ ଯାଜପୁର ଟାଉନ ଥାନା ପକ୍ଷରୁ ଥାନା ଅଧିକାରୀ ଆଶିଷ କୁମାର ସାହୁ ଙ୍କ ନେତୃତ୍ୱରେଏକ ସଚେତନତା ରାଲି ଅନୁଷ୍ଠିତ…

ଦ୍ଵିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ମନ୍ତ୍ରୀଙ୍କ ଦ୍ୱାରା ଲୋଗୋ ଉନ୍ମୋଚନ

Posted by - October 12, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ମଙ୍ଗଳବାର ୨ୟ ରାଜ୍ୟସ୍ତରୀୟ ମାଁ ଭୈରବୀ…

ସମ୍ବଲପୁର ରେଲୱେ ପାଳନ କରିଛି ଆଜାଦି କା ଅମୄତ ମହୋତ୍ସବ

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ଦେଶର ସ୍ୱାଧିନତା ର ଅମୄତ ମହୋତ୍ସବ ପାଳନ କରିଛି ଭାରତୀୟ ରେଲୱେ । ଦେଶ ସ୍ୱାଧିନତା ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜି ଦେଶର…

ଦିବଙ୍ଗତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ମୃତିସଭା ଅନୁଷ୍ଠିତ

Posted by - February 21, 2023 0
ଯାଜପୁର:ଯାଜପୁର ଦଶରଥପୁର ଶିକ୍ଷାମଣ୍ଡଳ ଅନ୍ତର୍ଗତ ହିରାପୁର ପ୍ରାଥମିକ ବିଦ୍ୟାଳୟ ଦିବଙ୍ଗତ ପ୍ରଧାନଶିକ୍ଷୟିତ୍ରୀ କୁଞ୍ଜଲତା ଷଢ଼ଙ୍ଗୀଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଦ୍ୟାଳୟ ବୟୋଜେଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତାରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।  ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରମୋଦ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଓ ତପନ କୁମାର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।ଶିକ୍ଷୟିତ୍ରୀ ଶୈଳବାଳା ଦାସ, ସୁଧାନିଧି ମିଶ୍ର ପ୍ରମୁଖ ଉକ୍ତ ସ୍ମୃତିଚାରଣ ସଭାରେ ଯୋଗଦେଇ କୁଞ୍ଜଲତା ଷଢ଼ଙ୍ଗୀଙ୍କ ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପୁରାତନ ଛାତ୍ର, ବୁଦ୍ଧିଜିବି ଓ ବିଦ୍ୟାଳୟ କମିଟିର ପୁରାତନ ସଭାପତି, ସଭ୍ୟ ସଭ୍ୟା ଓ ଛାତ୍ରଛାତ୍ରୀମାନେ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଖରଭୂଇଁ ଆନ୍ଦୋଳନ ପହଞ୍ଚିଲା ୭ମ ଦିନରେ , ଆନ୍ଦୋଳନ ସ୍ଥଳରେ ପାଠ ପଢିଲେ ଛାତ୍ର ଛାତ୍ରୀ

Posted by - November 8, 2022 0
ବୌଦ୍ଧ  : (ଚିତ୍ତ ରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମଠାରେ ପଥର କ୍ବାରୀ ଓ କ୍ରସର ବିରୁଦ୍ଧରେ ଗ୍ରାମବାସୀଙ୍କ ଚାଲିଥିବା…