ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗୀତାରେ ଯାଜପୁରର କଳିଙ୍ଗ ଗୃପ ଅପଂ ଇନଷ୍ଟିଚ୍ୟୁସନ ର ପକ୍ଷରୁ ଯାଜପୁର ସୁଟର ଟିମ୍ ଖେଳିବ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀରରେ ଜର୍ସି ଉନ୍ମୋଚନ କରାଯାଇଥିଲା । ମାଙ୍କ ପାଖରେ ଜର୍ସିକୁ ପୂଜା କରିବା ପରେ ଦଳ ପାଇଁ ଶୁଭେଚ୍ଛା କାମନା କରିଥିଲେ । ଏଥିରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,କେଜିଆଇ ଅଧ୍ୟକ୍ଷ ଆଲେକଜାଣ୍ଡାର ଦାସ,ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
Facebook Notice for EU!
You need to login to view and post FB Comments!
Das ist wirklich sehr wichtig sein Innen später Phasen vor allem,
wenn Sie Absicht bis prüfen Ihre current Ranking
mit andere Menschen.