ଦିବଙ୍ଗତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ମୃତିସଭା ଅନୁଷ୍ଠିତ

85 0

ଯାଜପୁର:ଯାଜପୁର ଦଶରଥପୁର ଶିକ୍ଷାମଣ୍ଡଳ ଅନ୍ତର୍ଗତ ହିରାପୁର ପ୍ରାଥମିକ ବିଦ୍ୟାଳୟ ଦିବଙ୍ଗତ ପ୍ରଧାନଶିକ୍ଷୟିତ୍ରୀ କୁଞ୍ଜଲତା ଷଢ଼ଙ୍ଗୀଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି 

ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଦ୍ୟାଳୟ ବୟୋଜେଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତାରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ  

ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରମୋଦ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା  ତପନ କୁମାର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଶିକ୍ଷୟିତ୍ରୀ ଶୈଳବାଳା ଦାସସୁଧାନିଧି ମିଶ୍ର ପ୍ରମୁଖ ଉକ୍ତ ସ୍ମୃତିଚାରଣ ସଭାରେ ଯୋଗଦେଇ କୁଞ୍ଜଲତା ଷଢ଼ଙ୍ଗୀଙ୍କ ସମୟାନୁବର୍ତ୍ତିତାକର୍ତ୍ତବ୍ୟପରାୟଣତା ବିଷୟରେ ବକ୍ତବ୍ୟ ରଖିଥିଲେ 

ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପୁରାତନ ଛାତ୍ରବୁଦ୍ଧିଜିବି  ବିଦ୍ୟାଳୟ କମିଟିର ପୁରାତନ ସଭାପତିସଭ୍ୟ ସଭ୍ୟା  ଛାତ୍ରଛାତ୍ରୀମାନେ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ 

Related Post

ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ସତ୍ୟ ସାଇ ବାବାଙ୍କ ୯୬ ତମ ଜନ୍ମମହୋତ୍ସବ

Posted by - November 24, 2021 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୬ ତମ…

ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - January 8, 2020 3
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ…

ଦୁଇ ଶିକାରୀ ଗିରଫ ସହ ଦେଶୀ ବନ୍ଧୁକ ଜବତ

Posted by - December 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବୌଦ୍ଧ ରେଞ୍ଜ ବୌଦ୍ଧ ସେକ୍ସନ ର ନୂଆପଡା ଡ୍ୟାମ ନିକଟରେ ଲାଗି ରହି ଥିବା ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ରୁ ଦୁଇ…

NSS ର ସ୍ୱତନ୍ତ୍ର ସେବା ଓ ସଚେତନତା ଶିବିର ଉଦଯାପିତ

Posted by - December 30, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ଥାନୀୟ ସରଧାପୁର ଗ୍ରାମରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର…

ଏନଫୋର୍ସମେଣ୍ଟ ଟିମ୍ ର ଚଢ଼ାଉ, ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ

Posted by - January 27, 2022 0
କେଶିଙ୍ଗା :(ପିତେସ ପଟେଲ)ଗତ କାଲି ଦିନ ପାଖାପାଖି  ୧୦ଟା ବେଳେ କେସିଙ୍ଗା କଲେଜ୍ ରାସ୍ତା ଏବଂ ବୋରିଙ୍ଗପଦର ରାସ୍ତାରେ ନଦୀରୁ ବାଲି ଚୋରାଚାଲାଣ ଚାଲିଥିବା ଖବରପାଇ କେସିଙ୍ଗା…