ଖପ୍ରାଖୋଲରେ ୨୪ ପ୍ରହରି ନାମ ଯଜ୍ଞ ଦ୍ଵିତିୟ ଦିନରେ ଜମୁଛି ଭକ୍ତଙ୍କ ଭିଡ

90 0

ଖପ୍ରାଖୋଲ ୨୧/୦୨ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ପ୍ରହରୀ ମଣ୍ଡପ ରେ ୨୪ ପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହେଉଅଛି । ମଙ୍ଗଳବାର ଦ୍ଵିତୀୟ ଦିନ ହୋଇଥିବା ବେଳେ ଭକ୍ତଙ୍କ ସମାଗମ ଜମିବାରେ ଲାଗିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ନାମ ଯଜ୍ଞ ରେ ନାମ ଧରିବା ପାଇଁ କିର୍ତ୍ତନ୍ୟ ଦଳ ମାନ ଆସିଥିବା ବେଳେ ପ୍ରହରୀ ମଣ୍ଡପରେ ହରିନାମ ଗାନ କରୁଥିବା ଦେଖିବାକୁ ମିଳୁଛି।

ପ୍ରଭୁ ଙ୍କୁ ଦର୍ଶନ ସହ ହରି ନାମ ଶୁଣିବା ଓ ଦେଖିବା ପାଇଁ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଭିଡ଼ କୁ ଦୃଷ୍ଟି ରେ ରଖି ପ୍ରହରୀ କମିଟି ତରଫରୁ ଭକ୍ତ ଙ୍କ ପାଇଁ ଦେଖିବା ସୁବିଧା ସହ ଅନ୍ନ ଛତ୍ର ଖୋଲାଯାଇଛି । ପ୍ରହରୀ କମିଟି ସଭାପତି ରାଜା ରାମ ବେହେରା , ସମ୍ପାଦକ ଜୟପ୍ରକାଶ ରାଉତ, କୋଷାଧ୍ୟକ୍ଷ ମହାବୀର ପଧାନ , ସହ କୋଷାଧ୍ୟକ୍ଷ ଶେଷଦେବ ଦଣ୍ଡସେନା ପ୍ରମୋଦ ବାରିକ , ରିଙ୍କୁ ବାରିକ ସୁବଳ ପଧାନ , ଅରୁଣ ଗଡତ୍ୟ, ସନ୍ତୋଷ ଗଡତ୍ୟ ଓ ଗ୍ରାମର ମହିଳା ପୁରୁଷ ମାନେ ସହଯୋଗ କରିଛନ୍ତି ।

Related Post

ସିଏଏକୁ ସମର୍ଥନ ରେ ଯାଜପୁର ନଗର ବଜରଙ୍ଗ ଦଳ ର ବିଶାଳ ମଟର ସାଇକେଲ ଶୋଭାଯାତ୍ରା 

Posted by - February 1, 2020 2,665
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସିଏଏକୁ ସମର୍ଥନ କରି  ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ ସଂସଦ…

ସାମାଜିକ ଅନୁଷ୍ଠାନ ସମୂହ ତରଫରୁ ଟିଟିଲାଗଡରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 29, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ଚଳିତ ବର୍ଷ ଟିଟିଲାଗଡ ନାଗରିକ କମିଟିର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ…

ଜାତୀୟ ହସ୍ତତନ୍ତ ଦିବସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ ପାଳିତ

Posted by - August 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜାତୀୟ ହସ୍ତତନ୍ତ ଦିବସ ମନମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଦିବସ ଉପଲକ୍ଷେ ବୁଣାକାର (ଉଭୟ ପୁରୁଷ, ମହିଳା…

ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିବସକୁ କୁ ସ୍ମରଣୀୟ କରିବା ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - October 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଓ…

ସଡ଼କ ସୁରକ୍ଷା ସପ୍ତାହ ପାଳନ

Posted by - January 14, 2023 0
ବେଲଗୁଣ୍ଠା:୧୩/୦୧(ସୁଶାନ୍ତ କୁମାର ବେହେରା ),କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ 34ତମ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ…