ଯାଜପୁର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସଭା

63 0

ଯାଜପୁର:ଯାଜପୁର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କନିକାପଡା ପଞ୍ଚାୟତ ର ମଧୁପୁର ହାଟ ପଡିଆ ରେ ଏକ ସଭା ଅନୁଷ୍ଠିତ ହୋଇଅଛି,ଏହି ସଭା ରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ  ସତ୍ୟଜିତ ସାମଲ ସଭାପତିତ୍ୱ କରିଥିବା ବେଳେ ସଭା ରେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଗୌତମ ରାୟ, ବିଂଝାରପୁର ବିଧାୟିକା ପାର୍ଥୀ ବବିତା ମଲ୍ଲିକ, ଲୋକସଭା ପାର୍ଥୀ ଅମୀୟକାନ୍ତ ମଲ୍ଲିକ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁବାସ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବିନାରୟଣ ବେହେରା,ଡ଼ଃ କୈଳାଶ ବିଶ୍ୱାଳ ରାଜ୍ୟ ମେଡିକାଲ ସେଲ,ଜିଲ୍ଲା ଉପସଭାପତି ସଞ୍ଜୟ ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ ରମେଶ ସାମଲ, ଛଅ ନମ୍ବର ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଉତ୍କଳ ଜେନା, ମଣ୍ଡଳ ସମ୍ପାଦକ ଚିତ୍ତରଞ୍ଜନ ସାମଲ, ନୀଳମଣି ମଲ୍ଲିକ, ମଣ୍ଡଳ ପ୍ରଭାରୀ ପ୍ରଶେଷ ସୁତାର, ମଣ୍ଡଳ ସଭାପତି ଅଧର ଧଳ, ଧନଞ୍ଜୟ ମଲ୍ଲିକ, ପତିତପାବନ ମହାନ୍ତି, ଅଜୟ ରାଉତ, ପ୍ରମୋଦ ପଣ୍ଡା ବିଶ୍ୱଭୂଷଣ ପଣ୍ଡା,ପ୍ରିୟବ୍ରତ ମହାନ୍ତି,ଜିଲ୍ଲା ପରିଷଦ ପାର୍ଥୀ ଚିନ୍ମୟ ପାଣ୍ଡଵ, ପ୍ରଜ୍ଞା ନାୟକ, ଏବଂ ୯ ଟି ପଞ୍ଚାୟତ ରୁ ଆସିଥିବା ଭାରତୀୟ ଜନତା ପାର୍ଟି ବୋହୁ ବରିଷ୍ଠ ଛାତ୍ର, ଯୁବକ କର୍ମୀ ମାନେ ମଙ୍ଗଳ ପୁର ରୁ ଏକ ବିଶାଳ ବାଇକ ରାଲି କରି ଆସି କନିକା ପଡା ପଞ୍ଚାୟତ ର ମଧୁପୁର ହାଟ ପଡିଆ ରେ ଯୁବମୋର୍ଚ୍ଚା ସଭା ହୋଇଛି,ଏହି ସଭା କୁ ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସତ୍ୟଜିତ ସାମଲ ସଭାପତିତ୍ବ କରିଥିବା ବେଳେ ଏହି ସଭା କୁ ସୁବାଷ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଲୋକମାନଙ୍କପାଖରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଥିଲା।

Related Post

ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

Posted by - January 22, 2020 906
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ସହର…

ନବୀନ ପଟ୍ଟନାୟକ ଙ୍କ ସମ୍ପତି ବିଷୟ ରେ ଜାଣନ୍ତୁ

Posted by - March 21, 2019 1,102
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି।…

ରାୟଗଡା ବିଜେପି SC ମୂର୍ଚ୍ଛା ସେଲ ତରଫରୁ ୨୦୨୪ ନିର୍ବାଚନ ପ୍ରସ୍ତୁତି ବୈଠକ

Posted by - December 20, 2022 0
କାଶୀପୁର :(ଅଞ୍ଜନ କୁମାର ନାଏକ)ଭାରତୀୟ ଜନତା ପାର୍ଟି ଜନଜାତି ମୋର୍ଚ୍ଚା ତରଫରୁ କାଶୀପୁର ଚେରକଟା ଠାରେ ଏକ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଜେଡି ସମ୍ପାଦକ,ସହ ସହ କର୍ମୀଙ୍କୁ କଂଗ୍ରେସରେ ମିଶାଇଲେ

Posted by - January 17, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା ଅମ୍ବାଦଳା ପଞ୍ଚାୟତରେ ଗଜମନ କରକରିଆ ଙ୍କ ନେତୃତ୍ୱରେ ବହୁ ବିଜେଡି ବିଜୁ ଜନତା ଦଳ ଛାଡି କଂଗ୍ରେସ ରେ ମିସିଥିବା…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…