ହରଭଙ୍ଗା ବ୍ଲକ ରେ ସମାରୋହରେ ପାଳିତ ହେଲା ମହା ଶିବରାତ୍ରି

30 0

ହରଭଙ୍ଗା :୨୦/୦୨(ଚିତ୍ତରଞ୍ଜନ ସିଂ)ନୀଳ କଣ୍ଠେଶ୍ଵର ଦେବ ଙ୍କ ଦେବ ମହାଦେବ ଙ୍କ ମହା ଶିବରାତ୍ରି ବା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠରେ!ପ୍ରତି ଶୈବ ପୀଠରେ ଗତ କାଲି ପ୍ରାତଃ ସମୟରୁ ପାରମ୍ପରିକ ଭାବେ ପୂଜାକାର୍ଯ୍ୟ ସହିତ ଭକ୍ତ ଙ୍କ ଗହଳି ଲାଗିରହିଥିଲା!ବ୍ଲକ ର ତଳ ଗାଁ, ହରଭଙ୍ଗା, ଭେଜିଗୋରା, ଧଳପୁର, ରାମଗଡ, ଚାରିଛକ, ପୁରୁଣାକଟକ, ତିଲେଶ୍ୱର, କରଡ଼ି, ସରସରା, ବିରାମଚନ୍ଦ୍ର ପୁର ଓ ବୁରୁବୁଡ଼ା ଶୈବ ପୀଠ ଗୁଡିକରେ ଭକ୍ତ ଙ୍କ ଗହଳି ଅଧିକ ଲାଗିଥିଲା

ବିଶେଷ ସୂଚନା ରୁ ପ୍ରକାଶ ଚଳିତ ବର୍ଷ ହରଭଙ୍ଗା ବ୍ଲକ ର ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ଗ୍ରାମ ସ୍ଥିତ ବାବା ଗୁପ୍ତେଶ୍ୱର ପ୍ରାଙ୍ଗଣରେ ହୋଇଥିବା ମହାଶିବରାତ୍ରି ବା ଜାଗର ଉତ୍ସବ ବ୍ଲକ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି!ବାବା ଗୁପ୍ତେଶ୍ୱର ଆଞ୍ଚଳିକ ମନ୍ଦିର ପରିଚାଳନା କମିଟି ର ଆୟୋଜିତ ଏହି ଜାଗର ଉତ୍ସବ ରେ ମନ୍ଦିର ସାଜ ସଜା, ରୀତି ନୀତି ପୂଜା, ଜାଗର ଜାଳିବା ପାଇଁ ସମସ୍ତ ଙ୍କୁ ସୁ ବ୍ୟବସ୍ତା ସହିତ ସମସ୍ତ ଜନସାଧାରଣ ଓ ଦେଶ ବାସୀଙ୍କୁ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ଲାଷ୍ଟିକ ବର୍ଜନ ଜାଗର ଯାତ୍ରା ର ବାର୍ତ୍ତା ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି!

ଏହି ଶିବ ରାତ୍ରିରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କୁ ପ୍ଲାଷ୍ଟକ ବର୍ଜନ ପାଇଁ ନିୟମାବଳୀ ରଖାଯାଇଥିଲା!ତତ ସହିତ ଜାଗର ଉତ୍ସବ ନାମକ ଏକ ସ୍ୱତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଲୋକ କଳା, ସ୍କୁଲ, କଲେଜ ଓ କୁନି କିନି ପିଲା ଙ୍କୁ ନେଇ ନାଚ, ଗୀତ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ ସମାରୋହ ଶ୍ରଦ୍ଧାଳୁଙ୍କୁ ଆହୁରି ବିମୋହିତ କରିଥିଲା!

Related Post

ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା

Posted by - March 19, 2021 0
ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧…

ଯାତ୍ରୀବାହି ବସ୍ ଦୁର୍ଘଟଣା ଗ୍ରସ୍ତ ୫ ମୃତ ୩୦ ଗୁରୁତର

Posted by - June 14, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମାଲକାନଗିରି ସୀମାନ୍ତରେ ଏକ ଯାତ୍ରୀବାହି ବସ୍ ଦୁର୍ଘଟଣା ଯୋଗୁଁ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ…

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ

Posted by - February 7, 2023 0
ଭବାନୀପଟଣା:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରୀ-ଦିବସୀୟ ଯୁବ ନେତୃତ୍ୱ ବିକାଶ…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - August 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)୧୮ /୦୮/୨୦୨୧ -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର…

ଖଡ଼ଙ୍ଗ ମହୋତ୍ସବର ଚତୁର୍ଥ ସନ୍ଧ୍ୟା,ମନ ମୋହିଲା ଘୁମୁରା ନୃତ୍ୟ, ରୁକୁ ସୁନା ମେଲୋଡିରେ ଦର୍ଶକ ବିମୁଗ୍ଧ

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଅନୁଷ୍ଠିତ ଖଡ଼ଙ୍ଗ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ…