Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ପେଂବୃଆରି ୨୯ ତାରିଖରୁ ଯାଜପୁର ଜିଲା ବ୍ରହ୍ମବରଦା ରେ ହେବାକୁ ଯାଉଛି ବିଶ୍ୱ ମୁସଲିମ ସମ୍ମିଳନୀ ,ଆପତ୍ତି କଲା ବିଶ୍ୱହିନ୍ଦୁ ପରିଷଦ

1434 291

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆସନ୍ତା ୨୦୨୦ ମସିହା ପେଂବୃଆରି ୨୯ ତାରିଖରୁ ଯାଜପୁର ଜିଲା ବ୍ରହ୍ମବରଦା ରେ ହେବାକୁ ଯାଉଛି ବିଶ୍ୱ ମୁସଲିମ ସମ୍ମିଳନୀ । ଏହାକୁ ନେଇ ଆପତି ଜଣାଇଛି ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଂଗ ଦଳ । ଉଭୟ ସଂଗଠନ ଉକ୍ତ ବିଶ୍ୱ ମୁସଲିମ ସମ୍ମିଳନୀକୁ ସରକାର ଅନୁମତି ନ ଦେବାକୁ ଦାବି କରିଛନ୍ତି ।

ଗତ ୧୯୯୬ ମସିହାରେ ମଧ୍ୟ ସେହିଠାରେ ବିଶ୍ୱ ମୁସଲିମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେତେବେଳେ କେଉଁ ଆଧାରରେ ସମ୍ମିଳନୀ ହୋଇଥିଲା ତାକୁ ସରକାର ତର୍ଜମା କରିବା ସହିତ ଯେପରି ଏଠାରେ କୌଣସି ଜାତୀୟତା ବିରୋଧୀ କାର୍ଯ୍ୟକ୍ରମ ନ ହୁଏ ବା ଉତେଜନାମୂଳକ ଭାଷଣବାଜି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଆଜି ଏ ନେଇ ଉଭୟ ସଂଗଠନ ଯାଜପୁର ଜିଲାପ୍ରଶାସନକୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି

Related Post

ଜାମଟିକରାରେ ଭିଜିଲାନ୍ସର ବନ୍ୟା ବିଭାଗ ପକ୍ଷରୁ ଚଢ଼ାଉ ୨୫୦ ସିଏଫଟି କାଠ ଜବତ

Posted by - December 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଜାମଟିକରା ଗାଁ ରେ ଓଡ଼ିଶା ଭିଜିଲାନ୍ସ ର ଫରେଷ୍ଟ ୱିଙ୍ଗ ପକ୍ଷରୁ ଚଢ଼ାଉ। ଏହି ଚଢ଼ାଉ ବେଳେ ବେଆଇନ…

ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Posted by - December 14, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ର ବାଇଶିପଡ଼ା ଗ୍ରାମ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ…

ଜିଲ୍ଲାପାଳ ଙ୍କ ଐତିହାସିକ ଅସୁରଗଡ଼ ଏବଂ ନିର୍ମାଣାଧୀନ ବୁଦ୍ଧ ପାର୍କ ପରିଦର୍ଶନ

Posted by - May 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାପାଳ ମନମୁଣ୍ଡା ସ୍ଥିତ ଅଧପନ୍ତରିଆ ଭାବେ ନିର୍ମାଣ ହୋଇ ପଡି ରହିଥିବା ଐତିହାସିକ ଅସୁରଗଡ଼ ଇକୋ ଟୁରିଯିମ ପ୍ରକଳ୍ପ ଏବଂ ନୂତନ ଭାବେ…

There are 291 comments

  1. Pingback: bahis siteleri

  2. Pingback: 2guarantees

Leave a comment

Your email address will not be published.