ହରଭଙ୍ଗା ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

81 0

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକ ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ଜିଲ୍ଲା ଲୋକ ସୂଚନା ସମ୍ପକ ଅଧିକାରୀ ରୀତିକାନ୍ତ ବଳିୟାର ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାଜ୍ବସ୍ୱ ବିଭାଗ ଓ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ, ଅଗ୍ନିଶମ, ପୋଲିସ ବିଭାଗ ଯୋଗଦେଇଥିଲେ l

ଉକ୍ତ ଶିବିରରେ ମୋଟ ୨୦୧ଜଣ ପଞ୍ଜିକରଣ କରିଥିବା ବେଳେ ୧୭ ଜଣ ଭିନ୍ନକ୍ଷମ ଙ୍କୁ  ହୁଇଲ ଚେୟାର, ୧୩ ଜଣଙ୍କୁ ଟ୍ରୟ ସାଇକେଲ, ୫ ଜଣକୁ ଶ୍ରବଣ ଯନ୍ତ୍ର, ୭ ଜଣକୁ ଭତା ପ୍ରଦାନ, ୪ ଜଣକୁ ଆଶାବାଡି ଏବଂ ୫୬ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ଦେଇଥିବା ଜଣାପଡିଛି l

Related Post

ଓଡିଶା ସରକାରଙ୍କ ଦ୍ବାରା ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ କୁ ପ୍ରକୃତି ମିତ୍ର ପରସ୍କାର ପ୍ରଦାନ

Posted by - June 6, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ରଜୁରାବନ୍ଦ ଗ୍ରାମ କପିଳେଶ୍ୱରଯୁବକ ସଙ୍ଘ କୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତି ରବୀନ୍ଦ୍ର ମଣ୍ଡପ…

ସିନର୍ଜି ଆନ୍ତର୍ଜାତୀୟ ସ୍କୁଲ ରେ କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ

Posted by - November 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭୋଇଗୁଡ଼ା ସ୍ଥିତ ସିନର୍ଜି ଅନ୍ତର୍ଜାତୀୟ ସ୍କୁଲରେ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ…

କାଶୀପୁର ଲ୍ୟାମ୍ପ ରେ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ

Posted by - June 22, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଥିବା ଲ୍ୟାମ୍ପରେ ଚଳିତ ମାସ ୨୮ ତାରିଖ ରେ ହେବାକୁ ଥିବା ସଭାପତି ପଦବୀ ର…

ଯୁବକ ଗାଧେଇବା ବେଳେ ବୁଡି ନିଖୋଜ

Posted by - July 11, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳ ପଞ୍ଚାୟତ ର ଢୀଅବାରିଙ୍ଗି ଗ୍ରାମର ପାଖରେ ଥିବା ବୈତରଣୀ ର ଶାଖା ନଦୀ ପାଣ୍ଡୁଆ ନାଳରେ…

ନୀଳଗିରି ବି. ଜେ. ପି. ପକ୍ଷରୁ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - June 22, 2020 0
ନୀଳଗିରି: ୨୧/୦୬(ସୌମ୍ୟାସାଇ ବାରିକ୍)ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ବି. ଜେ. ପି. ଦଳ  ଗଲୱାନ ଶହିଦ ଙ୍କୁ ଦୀପଜାଳି ଶ୍ରଦ୍ଧାଞ୍ଜଲୀ ଜଣାଇବା ସହିତ ଅମର ଆତ୍ମା…