କେନ୍ଦ୍ର ସରକାର ବିରୋଧରେ ବିଜୁ ଜନତା ଦଳ ତରଫରୁ ଖପ୍ରାଖୋଲ ବ୍ଲକ୍ ବିକ୍ଷୋଭ ଶୋଭାଯାତ୍ରା ସହ ଦାବୀପତ୍ର ପ୍ରଦାନ

97 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାର ଗରିବ ଲୋକଙ୍କ ୫ କିଲୋ ଚାଉଳ କାଟି ଦେଇଥିବା ଅଭିଯୋଗ କରି ଗୁରୁବାର ବ୍ଲକ ଘେରାଓ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରୁ ବିଧାୟକ ପ୍ରତିନିଧି ରମେଶ ପ୍ରଧାନ ଙ୍କ ଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ କର୍ମୀଏକତ୍ରିତ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବ୍ଲକ୍ ଫାଟକ ସମ୍ମୁଖରେ ଦଳ ତରଫରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରତିବାଦ ସଭାରେ ପାଟଣାଗଡ ବିଧାୟକ ସରୋଜ ମେହେର , ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ , ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତ ମେହେର , ପ୍ରମିଳା ପାଥର , ପବିତ୍ର ପଟେଲ , ଗୋବିନ୍ଦ ବାରିକ , ମୋହନ ସୁନା , ସତ୍ୟନାରାୟଣ ମେହେର ପ୍ରମୁଖ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ । ପରେ ଏକ ଦାବି ପତ୍ର ରାଷ୍ଟ୍ର ପତିଙ୍କ ଉଦେଶ୍ୟରେ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରମଣି ସାହୁ , କନ୍ଦର୍ପ ସୁଆର , ରାଜକିଶୋର ମେହେର , ବଂଶିଧର ବେହେରା , ରମେଶ ପାଢ଼ୀ , ସନ୍ତୋଷ ତାଣ୍ଡି , ଜୟବର୍ଧନ ପଧାନ, ରଞ୍ଜିତା ସୁନା , ଲଳିତ ସୁନା ପ୍ରମୁଖ ଶତାଧିକ ମହିଳା ପୁରୁଷ କର୍ମୀ ସାମିଲ ଥିଲେ ।

Related Post

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ

Posted by - August 3, 2022 0
ବରଗଡ/ଅତାବିରା:(ରାମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା । ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି…

ବରୀ ପୂଜ୍ୟପୂଜା ପରିଷଦର ଶ୍ରଦ୍ଧାଜଂଳି ସଭା

Posted by - January 19, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ଅନ୍ତର୍ଗତ ବାଗଦା ସ୍ଥିତ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ  ବରୀ ପୂଜ୍ୟପୂଜା…

ଖପ୍ରାଖୋଲରେ ୨୪ ପ୍ରହରି ନାମ ଯଜ୍ଞ ଦ୍ଵିତିୟ ଦିନରେ ଜମୁଛି ଭକ୍ତଙ୍କ ଭିଡ

Posted by - February 21, 2023 0
ଖପ୍ରାଖୋଲ ୨୧/୦୨ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ପ୍ରହରୀ ମଣ୍ଡପ ରେ ୨୪ ପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହେଉଅଛି । ମଙ୍ଗଳବାର ଦ୍ଵିତୀୟ ଦିନ…

ସମ୍ବଲପୁରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପରିଚାଳନା ସମିତି ଗଠିତ

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ଗୋବିନ୍ଦତୋଳା ସ୍ଥିତ ଗୁରୁକୁଳ ଛାତ୍ର ନିବାସ ହଲ ଠାରେ, ସନ୍ଦୀପ କୁମାର ଶ୍ରୀବାସ୍ତବ ଙ୍କ ଅଧ୍ୟକ୍ଷତାରେ ମିଳିତ ଓଡ଼ିଶା ନିଶା…

ଛତ୍ରଙ୍ଗ ଗ୍ରାମପଞ୍ଚାୟତରେ ଭୋଟ ପରବର୍ତ୍ତୀ ହିଂସା

Posted by - March 4, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତକାଲି ରାତି ୦୮ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହିଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକଙ୍କୁ ତାଙ୍କ…