କେସିଙ୍ଗା ତେଲ ନଦୀ ମହଦା ଘାଟରୁ ଚୋରା ବାଲି ଚାଲାଣ , ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ହାନି

71 0

କେସିଙ୍ଗା :(ପ୍ରିତେଶ ପଟେଲ) କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମାରେ ଅବସ୍ଥିତ କେସିଙ୍ଗା ତେଲ ନଦୀ କେସିଙ୍ଗା ସହର ରୁ ଦୁଇ କିଲୋମିଟର ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ସବଡିଭିଜନ ଠାରୁ୨୦ କିଲୋମିଟର ଦୂର ରେ ଅବସ୍ଥିତ ମହଦା ଘାଟ ରୁ ପ୍ରତେକ୍ ଦିନ ଓ ରାତି ବାଲି ଚୋରା ଚାଲାଣ ହେଉଅଛି। ସରକାର ଙ୍କ ନିୟମ ଅନୁଯାଇ ଦିନ ବେଳେ ନେବେ କଥା କିନ୍ତୁ ଦିନରେ କମ୍ ରାତିରେ ଅଧିକ ବାଲି ଚୋରା ଉଠା ହେଉଛି ।

ରୟାଲଟି ଫାଙ୍କା ଦିଆ ଯାଇଛି ଯାହାକି ରାଜ୍ୟ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଅଛି। ଦେଖିବାକୁ ମିଳୁଛି କି ବାଲି ଘାଟ ରୁ ଜେସିବି ମସିନ ଲଗାଇ ବାଲି ଉଠା ହେଉଅଛି ଯାହାକି ସରକାର ନିୟମ ବିରୁଦ୍ଧ। ଟିଟିଲାଗ଼ଡ଼ ତହସିଲଦାର ଙ୍କୁ ମହଦା ଘାଟ ରୁ ଜେଶିବି ମେସିନ ଲଗାଇ ବାଲି ଚୋରା ବିଷୟରେ ପଚାରିବାରୁ ତହସିଲଦାର କହିଲେ ମୋତେ କିଛି ଜଣା ନାହିଁ କାଗଜ ପତ୍ର ଦେଖିଲେ କହିପାରିବି। ଏଠାରୁ ଜଣା ପଡୁଛି ଯେ ତହସିଲଦାର ଓ ଆର ଆଇ ଙ୍କ ଆଖୀ ତଳେ ବାଲି ଚୋରା ହେଉଅଛି।

Related Post

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁରବ୍ଲକ ର ବିଭିନ୍ନ ସ୍ଥାନରେ କୋଭିଡ କୋଟକଣା ନିୟମ ଅନୁଯାଇ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି! ଏହି ଅବସରରେ ନବରଙ୍ଗପୁର…

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯର ଶୁଭାରମ୍ଭ

Posted by - May 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋ ମେସନ୍ ସିଷ୍ଟମ୍ ବା ଓସ୍ୱାସ ପ୍ରକ୍ରିୟାକୁ କଳାହାଣ୍ଡି ଜିଲ୍ଲାରେ…

ସଟ୍ ଡ଼ାଉନ ‘‘ଗୁଜବ’’: ବିବ୍ରତ ନ ହେବାକୁ ଏସ୍ଆରସିଙ୍କ ପରାମର୍ଶ,କେବଳ ଶନିବାର ଏବଂ ରବିବାର ହେବ ସଟ ଡାଉନ

Posted by - June 9, 2020 4
ଭୁବନେଶ୍ବର : ଆଜି ସମଗ୍ର ଅଞ୍ଚଳ ରେ ଗୁରୁବାର ଠାରୁ ରବିବାର ୪ ଦିନ ସଟ ଡାଉନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହୋଇଥିଲା ସେଥିରେ…

ବାହାଘର ରନ୍ଧା ଖାଦ୍ୟ ହଣ୍ଡାକୁ ଟେକି ନେଲେ ପୋଲିସ୍ ଏବଂ ତହସିଲଦାର,ପାଖ ବସ୍ତିରେ ବାଣ୍ଟିଲେ

Posted by - July 14, 2020 0
ପୁରୀ :ନିଜିଗଡକୁରୁଖି ପାତ୍ରସାହିର ଜୈନିକ ବ୍ୟକ୍ତିଙ୍କ ପୁଅର ବିବାହ ଉତ୍ସବର ଭୋଜି ସେହି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ତେବେ ସେଠାରେ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ସଂପୂର୍ଣ୍ଣ ଉଲଙ୍ଘନ…