କେସିଙ୍ଗା ଯୁବ ଜ୍ୟୋତି କ୍ଳବ୍ ର ବାର୍ଷିକ ବୈଠକ

41 0

କେସିଙ୍ଗା:(ପ୍ରିତେସ ପଟେଲ)କେସିଙ୍ଗା ଷ୍ଟେସନ ପଡା ସ୍ଥିତ ଯୁବ ଜ୍ୟୋତି କ୍ଲବ ର ବାର୍ସିକ ବୈଠକ ତଥା କର୍ମକର୍ତା ନିର୍ବାଚନ ସ୍ଥାନୀୟ ତହସିର ଯୋଜନା ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । କ୍ଲବ ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ଵ ରେ ଅନୁସ୍ଠିତ ଉକ୍ତ ବୈଠକ ରେ କ୍ଲବର୍ ସାଧାରଣ ସମ୍ପାଦକ ଯଯାତିକେଶରୀ ଦେଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ପରେ ନୂତନ କର୍ମକର୍ତ୍ତା ଚୟନ୍ କରାଯାଇଥିଲା ।

ସର୍ବସନ୍ମତି କର୍ମେ ସୁର୍ଜ୍ୟକାନ୍ତ ଦାସ ସଭାପତି ଭାବେ ମନୋନୀତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବରେ ପୁଣିଥରେ ଯଯାତିକେଶରୀ ଦେଓ ଙ୍କୁ ମନୋନୀତ କାରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ସତ୍ୟବ୍ରତ ଦାସ,ଉପ ସଭାପତି ଭାବେ ବସନ୍ତ ନାଏକ ଓ ସଞ୍ଜୟ ଅଗ୍ରୱାଲ,ସମ୍ପାଦକ ଭାବେ ଚନ୍ଦନ ବାରିକ ଓ ହିତେଶ ସାହୁ,କୋଷାଧ୍ୟକ୍ଷ ଭାବରେ ରୋହିତ ସାହୁ ଙ୍କୁ ମନୋନୀତ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ଶେଷଦେବ ଦାସ ଓ ନନ୍ଦ କିଶୋରେ ଗୁପ୍ତା ଦାୟିତ୍ୱ ତୁଲାଇଥିଲେ ।

Related Post

ଯାଜପୁର ଜିଲାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି

Posted by - June 18, 2020 0
ଯାଜପୁର ଅଫିସ :ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍‌ାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି…

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ମୁଖରିତ

Posted by - April 25, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ…

କୁଡୁମୁଲୁଗୁମ୍ମା ରେ ମା ଦଣ୍ଡକାଳୀ ଯାତ୍ରା

Posted by - April 13, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ଦୂର୍ଗାପୂଜା ମଣ୍ଡପ ନିକଟରେ, ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମା ଦଣ୍ଡକାଳୀ ଯାତ୍ରା ଭବ୍ୟ ଆଡମ୍ବରରେ ପାଳିତ ହୋଇଯାଇଛି । ବାଲିମେଳା ର…