ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ସ୍ୱତନ୍ତ୍ର ଷ୍ଟଲ

39 0

କୋରାପୁଟ:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ଆଞ୍ଚଳିକ କୃଷି ମେଳା ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ସ୍ୱତନ୍ତ୍ର ଷ୍ଟଲ ଅନୁଷ୍ଠିତ ହୋଇ ଯାଇଛି।

ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଆୟୋଜିତ ଏହି ଷ୍ଟଲ ରେ ଫସଲ ବୀମା ଉପରେ ସ୍ୱତନ୍ତ୍ର ବ୍ୟାନର, ପୋଷ୍ଟର, ବ୍ରୋଚର ବଣ୍ଟନ କରାଯାଉଛି. ଯାହାକି କୃଷକ ଭାଇ ମାନଙ୍କ ମନରେ ବୀମା ପ୍ରତି ଆତ୍ମପ୍ରତେୟ ସୃଷ୍ଟି କରୁଛି . ଚାଷୀ ଭାଇ ମାନେ ଏଥି ପ୍ରତି ଉତ୍ସାହ ଦେଖାଉଛନ୍ତି. କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ ଏହି ଷ୍ଟଲ ଉଦଘାଟନ କରିଥିଲେ. ଏହି ଷ୍ଟଲ ମାଧ୍ୟମ ରେ ଫସଲ ଅମଳ, ଆପଦା,ବିପଦ ରେ ହେଉଥିବା କ୍ଷେୟ କ୍ଷେତି, ପାଇଁ ଫସଲ ବୀମା ସହାୟତା ବିଷୟରେ ସଚେତନତା କରାଯାଇଥିଲା।

ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ ଙ୍କ ପରିଚାଳନା ରେ ଆୟୋଜିତ ଏହି ଷ୍ଟଲ ଆୟୋଜନ ରେ ଅମିତ ଗୌଡା, ନବ ଖିଲ, ରାହୁଲ ଦେବ ପଟନାୟକ, G ବାରିନ କୁମାର, ରାଜିତ ଚୌଧୁରୀ, ସନ୍ତୋଷ ରଥ, ହେମନ୍ତ ତୃକ, ସହଯୋଗ କରିଥିଲେ.

Related Post

ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା ଭୁବନେଶ୍ବର AIIMS ମେଡିକାଲ ରେ ଭର୍ତି

Posted by - August 26, 2021 0
ମାଥିଲି:(ଅବଦୁଲ ଗନି) ୨୫-୦୮ରିଖ ମାଲକାନଗିରି ଜିଲ୍ଲା ବରିଷ୍ଟ ଓକିଲ ତଥା ବରିଷ୍ଟ ଆଦିବାସୀ ନେତା ସହ ଦୁଇ ଦୁଇଥର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରହ୍ଲାଦ ଦୋରା ଗତ…

କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ “ଫୁଲଝରି “କାର୍ଯ୍ୟକ୍ରମ

Posted by - September 14, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ) ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି “ଏକ ଅନ୍ତଃ ପ୍ରତିଭାର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ…

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ୨ ଜଣ ଗିରଫ

Posted by - March 21, 2021 0
ରାଇରଙ୍ଗପୁର୨୦।୩: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ…