ଦଧିବାବନ ଉଚ୍ଚ ବିଦ୍ୟାଳୟ ର ୨୧ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

57 0

ଭୁବନେଶ୍ଵର:୦୯/୦୨(ପାୟଲ ରାଉତ) ଆଜି ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମ ର ଦଧିବାବନ ଉଚ୍ଚ ବିଦ୍ୟାଳୟ ର ୨୧ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଅଛି।

ଏହି ଅବସରରେ ଅତିଥି ରୂପେ ଯୋଗ ଦାନ କରିଥିଲେ ଭୁବନେଶ୍ବର ର ମେୟର ଶ୍ରୀମତୀ ସୁଲୋଚନା ଦାସ,ଅତିରିକ୍ତ ନିର୍ଦେଶକ( ପ୍ରାଥମିକ ଶିକ୍ଷା) ଶ୍ରୀଯୁକ୍ତ ବୃନ୍ଦାବନ ଶତପଥୀ, ଉପନିର୍ଦ୍ଦେଶକା(ମୋ ସ୍କୁଲ ଅଭିଯାନ) ଶ୍ରୀମତୀ ସସ୍ମିତା ମାଳି, ରଘୁନାଥପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଖୁଳନା ମାଝୀ, ସମିତି ସଭ୍ୟ ଶ୍ରୀଯୁକ୍ତ ନିହାରକାନ୍ତ ପଢ଼ିଆରୀ, (ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ)୩୦ ନମ୍ବର ଜୋନ ଶ୍ରୀଯୁକ୍ତ କୁନାଲ ରାଉତ, ୧ ନମ୍ବର ଜୋନ ର କର୍ପୋରେଟର ଶ୍ରୀଯୁକ୍ତ ମିହିର ରାଉତ, ଉକ୍ତ ବିଦ୍ୟାଳୟ ର ଏସ୍. ସି ଶ୍ରୀଯୁକ୍ତ ସୂରେଶ କୁମାର୍ ରାଉତ, ଏସ.ଏମ.ସି ଶ୍ରୀଯୁକ୍ତ ନିରୋଦ ପରିଡ଼ା, ଆଲୁମୋନି ସଭାପତି ଅରବିନ୍ଦ ଦାସବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚୁନି ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ

ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ ଙ୍କ ନିର୍ଦ୍ଦଶନାରେ ସଭା କାର୍ଯ୍ୟ ସୂଚାର ରୂପେ ସମ୍ପନ୍ନ ହୋଇଛି। ବିଦ୍ୟାଳୟ ର ପିଲା ମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ଧରଣ ର ଶିକ୍ଷନୀୟ ନୃତ୍ୟ ସହ ନାଟକ ର ପ୍ରସ୍ତୁତି କରାଯାଇ ଥିଲା। ଅତ୍ୟନ୍ତ ଆଡମ୍ବର ଶହ ଗ୍ରାମବାସୀ ଏବଂ ଅତିଥି ମାନଙ୍କ ଉପସ୍ଥିତି ରେ ସଭା କାର୍ଯ୍ୟକ୍ରମ ଟି ଆନନ୍ଦ ର ଶହ ଶେଷ ହୋଇଥିଲା।

Related Post

ଭର୍ଛୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

Posted by - January 19, 2022 0
ଆମାଲକାନଗିରି:(ଅବଦୁଲ ଗନି)ଜି କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର…

ବୌଦ୍ଧରେ ରଜ ମଉଜ କାର୍ଯ୍ୟକ୍ରମ

Posted by - June 17, 2022 0
ବୌଦ୍ଧ, 🙁 ଚିତ୍ତରଂଜନସିଂ)ବୌଦ୍ଧରେ ଜିଲା ପ୍ରଶାସନ,ଜିଲା ସଂସ୍କୃତି ବିଭାଗ ଓ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ବାଇକ ଦୁର୍ଘଟଣା,ଜଣେ ମୃତ

Posted by - April 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ମାଧପୁର ନିକଟରେ ଜାତୀୟ ରାଜପଥ ନମ୍ବର୍ ୫୭ ରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ…

ନବନିର୍ମାଣ କୃଷକ ସଂଗଠନର ଗଣଧାରଣା 

Posted by - January 30, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ତହସିଲ କାର୍ଯ୍ୟଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ଗଣଧାରଣା l ଚାଷୀଙ୍କୁ ଅବିଳମ୍ବେ ଫସଲ କ୍ଷୟ କ୍ଷତି ସହାୟତା…

ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ

Posted by - August 20, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଗତ ସାଧାରଣ ନିର୍ବାଚନରେ ଏଠାରେ ବ୍ଲକ ଅଧ୍ୟକ୍ଷା…