ଜିଲ୍ଲା କଂଗ୍ରେସ ପକ୍ଷରୁ ଏଲ ଆଇ ସି ଅଫିସ ସମ୍ମୁଖରେ ଧାରଣା

84 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭାରତୀୟ ଜୀବନ ବୀମା ନିଗମ ଏବଂ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବେଆଇନ ଭାବେ  ଆଦାନୀ ଙ୍କୁ  ଟଙ୍କା ଋଣ ଦେବା ଘଟଣା ପ୍ରତିବାଦ ରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏଲ ଆଇ ସି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି।

ସନ୍ତୋଷ କୁମାର ନନ୍ଦ

କଂଗ୍ରେସ ନେତା ସନ୍ତୋଷ ନନ୍ଦ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା ରେ କଂଗ୍ରେସ ନେତୃବର୍ଗ ସାମିଲ ହୋଇ ବେଆଇନ ଋଣ ସମ୍ପର୍କରେ ହିଣ୍ଡନବର୍ଗ ରିପୋର୍ଟ ରେ ପ୍ରକାଶ ପାଇଛି ବୋଲି କହିଥିଲେ। ଫଳରେ ଗରିବ ଶ୍ରେଣୀ ଲୋକଙ୍କ କୋଟି କୋଟି ଟଙ୍କା ବୁଡି ଯିବାର ଆଶଙ୍କା ଦେଖାଦେଇଛି ବୋଲି ଅଭିଯୋଗ କରିଥିଲେ।ସେଥିପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଙ୍କ କିମ୍ବା ଯୁଗ୍ମ ସଂସଦୀୟ ବୋର୍ଡ ଦ୍ୱାରା ଏହା ର ତଦନ୍ତ କରିବାକୁ ଦାବି ହୋଇଛି।

Related Post

ବଙ୍ଗୋମୁଣ୍ଡା ବ୍ଲକ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

Posted by - December 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତତୁରେକେଲା ପଞ୍ଚାୟତକୁଟ୍ରା ବେଡା ଖେଳ ପାଡ଼ିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 534
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

Posted by - January 22, 2020 923
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ସହର…

ଜିଲ୍ଲା ପରିଷଦ ପ୍ରାର୍ଥି ପତ୍ର ଦାଖଲ କଲା ବିଜେଡି

Posted by - January 21, 2022 0
ମାଲକାନଦିରି:(ଅବଦୁଲ ଗନି)ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର…

ଟିଟିଲାଗଡ ନଗର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Posted by - March 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୭ ତାରିଖ ଦିନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା…