ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ

64 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଲୋକନାଥ ମନ୍ଦିର ପରିସର ରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଏକ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ଆଗାମୀ ଏପ୍ରିଲ 22 ଓ 23ରେ ସନ୍ଥ ସମ୍ଭିଳନୀ ଅନୁଷ୍ଟିତ ହେବାକୁ ଯାଉଛି ବୋଲି ପଶ୍ଚିମ ପ୍ରାନ୍ତ ର ଧର୍ମ ପ୍ରସାର ପ୍ରମୁଖ ଦିଲ୍ଲୀପ ମେହେର ସୂଚନା ଦେଇଛନ୍ତି l

ଏହି ପସ୍ତୁତି ବୈଠକରେ ସଭାପତି ଗଣ ପତି ପାଢୀ , ସମ୍ପାଦକ ଗଣେଶ ପଧାନ, ଜିଲ୍ଲା ବଜରଙ୍ଗ ଦଳର ପ୍ରମୁଖ ଜିତୁ ବଡ଼ ମାଲି,ସହ ସଭାପତି ସଞ୍ଜୁ ରାଣୀ ସିଂହ, ଦୁର୍ଗା ବାହୀନି ପ୍ରମୁଖ ଅନନ୍ୟା ମେହେର , ଜିଲ୍ଲା ଧର୍ମ୍ମା ଚାର୍ୟ ପ୍ରମୁଖ ସଞ୍ଜୟ ମହାପାତ୍ର, ଜିଲ୍ଲା ସମର ସତ୍ତା ଶ୍ରୀକାନ୍ତ ପାଣିଗ୍ରାହୀ , ରାକେଶ ବାରିକ୍ , ବାନେଶ୍ୱର୍ ସେଠୀ, କୋଷାଧ୍ୟକ୍ଷ ରଜନୀ କାନ୍ତ ରଥ,ଗୋ ରକ୍ଷା ପ୍ରମୁଖ ଆଶିଷ ଷଡ଼ଙ୍ଗୀ , ବଜରଙ୍ଗ ସ୍ୱରୂପ ପାତ୍ର , ସୁବ୍ରତ ବାରିକ୍ , କାର୍ତ୍ତିକ ତରିଆ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଦ୍ୱତୀୟ ଦିବସରେ ଭକ୍ତଙ୍କ ସମାଗମ

Posted by - April 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ଠାରେ ନୂତନ ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଆଜି ଦ୍ୱତୀୟ ଦିବସରେ ବହୁ ଭକ୍ତଙ୍କ ବହୁ ସମାଗମ ହୋଇଥିଲା।ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର…

ସ୍ୱର୍ଗତଃ ଗୁଣନିଧିଗୁରୁଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା

Posted by - February 2, 2021 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ବ୍ୟାସ ସରୋବର ସାହିତ୍ୟ ବାଟିକାର ସଭାପତି ସ୍ଵର୍ଗତ ଗୁଣନିଧି ଗୁରୁଙ୍କ ବିୟୋଗରେ ଆଜି ତାଙ୍କର ପୂର୍ଣ୍ଣିମା ଭବନଠାରେ ଏକ…

ଯାଜପୁର ଅଧିବାସୀ ଯଦି ବାହାରେ ପଂସି ଯାଇଛନ୍ତି ତେବେ ଉଦ୍ଧାର କରିବାକୁ ପ୍ରତିଶୃତିଦେଲା ଜିଲା ପ୍ରଶାସନ

Posted by - March 29, 2020 1,433
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଲକ ଡାଉନ ଯୋଗୁଁ ପଂସି ଯାଇଛନ୍ତି ଯାଜପୁର ଜିଲାର ଅଧିବାସୀ…

ସୁନେହେରା କଲ ପ୍ରକଳ୍ପ ଓ ମାନବ ଅଧିକାର ସେବା ସମିତି ପକ୍ଷରୁ ରବି ଚାଷ କର୍ମଶାଳା

Posted by - December 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ…

ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ

Posted by - August 20, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଗତ ସାଧାରଣ ନିର୍ବାଚନରେ ଏଠାରେ ବ୍ଲକ ଅଧ୍ୟକ୍ଷା…