ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳିତ

58 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତିଭବନ ଠାରେ ରାମକୃଷ୍ଣ ମିଶନ ପକ୍ଷରୁ ସ୍ୱାମି ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଯୁବ ଦିବସ ଉତ୍ସବ ରେ ରାମକୃଷ୍ଣ ବିବେକାନନ୍ଦ ସଙ୍ଘ ର ସଭାପତି  ପ୍ରମୋଦ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ସମ୍ପାଦକ ଯଯାତି କେଶରୀ ଦାସ ଯୋଗ ଦେଇଥିଲେ।

ଏଥିରେ ରାମକୃଷ୍ଣ ମଠ ଓ ମିଶନ ରୁ ସ୍ୱାମୀ ଆର୍ଯ୍ୟନନ୍ଦଜି ମହାରାଜ,ସ୍ୱାମୀ ବସୁପ୍ରଦାନନ୍ଦଜି ମହାରାଜ,ସ୍ୱାମୀ ଆଡ଼ ଭୟାନନ୍ଦଜି ମହାରାଜ ବିବେକାନନ୍ଦ ଙ୍କ ଜୟନ୍ତୀ ରେ ଅଂଶଗ୍ରହଣ କରି ଶ୍ରୋତା ମାନଙ୍କୁ ଶତପଥ ରେ ସତମାର୍ଗ ରେ ପରିଚାଳିତ ହେବା ପାଇଁ ଶିକ୍ଷା ଦେଇଥିଲେ.ଏହା ପରେ ବିବେକାନନ୍ଦ ଙ୍କ ଉପରେ ତର୍କ ପ୍ରତିଯୋଗିତା ଏବଂ ସଂଗୀତ ପ୍ରତିଯୋଗିତା ହୋଇଥିଲା

Related Post

ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ନିଯୁକ୍ତି ଦାବିରେ ଆରଡିସି କାର୍ଯ୍ୟାଳୟ ଘେରିଲା ୟୁଦ ଫର ଆସ୍କନ

Posted by - September 17, 2022 0
ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ରାଜ୍ୟ ରେ ଥିବା ବେକାରୀ ସମସ୍ୟା ସହ ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ନିଯୁକ୍ତି ଦାବି ରେ ଆଜି ସମ୍ବଲପୁର ଠାରେ ଆରଡିସି ଅଫିସ…

ପୁରୁଣା କଟକ ମା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Posted by - November 1, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ତିନିଦିନିଆ ଯୁବରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଆଜି ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ…

ଟିଟିଲାଗଡ ଡାକ କର୍ମଚାରୀଙ୍କ ମଧ୍ୟାନ୍ନ ବିରତିରେ ବିକ୍ଷୋଭ ପ୍ରର୍ଦଶନ

Posted by - January 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମୁଖ୍ୟ ଡାକ ଘର ଆଗରେ ଡାକ କର୍ମଚାରୀମାନେ ମଧ୍ୟାନ୍ନ ବିରତି ରେ ପୂର୍ବତନ ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ…

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ୍ରାଫ ଟିମ ର କୌଶଳ ପ୍ରଦର୍ଶନ

Posted by - June 21, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଜିଲ୍ଳା ପ୍ରଶାସନ ଅନୁକୂଲ୍ୟ ରେ ଓଡ୍ରାଫ ଟିମ ଦ୍ୱାରା ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଛି । ପୂର୍ବ…

ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଚଳିତ ବର୍ଷ ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ସମ୍ବଲପୁର ଧନକଉଡ଼ା ବ୍ଲକର ଶାସନ ସ୍ଥିତ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି…