କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

43 0

କଳାହାଣ୍ଡି:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସ୍ପି ଅଭିଳାଷ ଜୀ ଙ୍କ ନିର୍ଦେଶ କ୍ରମେ ଡିଭିଏଫ ଓ ସିଆରପିଏଫ ର ମିଲିତ ଚଢ଼ାଉ ବେଳେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ଥିବାବେଳେ ପୁଲିସ ପକ୍ଷରୁ ମାଓ କ୍ୟାମ୍ପରୁ ଦେଶୀ ବନ୍ଧୁକ, ଡିଟୋନେଟର, ବ୍ୟାଟେରୀ, ମାଓ ପୋଷାକ, ଔଷଧ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ଉପକରଣ ଜବତ କରିଥିବା ଜଣା ପଡ଼ିଛି ।

ସିପିଆଇ ମାଓବାଦୀ ଘୁମୁଷୁର ନାଗବଳୀ ଡିଭିଜନର ପ୍ରାୟ ୧୦ ରୁ ୧୫ ମାଓବାଦୀ କ୍ୟାମ୍ପ କରି କୌଣସି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିବାବେଳେ ପୁଲିସ ମାଓବାଦୀ ଙ୍କ ଏଭଳି କାଣ୍ଡ କୁ ପଣ୍ଡ କରିଛି ।

Related Post

ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା

Posted by - April 7, 2020 615
ଯାଜପୁର;(ଆନନ୍ଦ ଚନ୍ଦ୍ର ସହୁ)ଯାଜପୁର ଜିଲ୍ଲାର ପ୍ରଥମ କୋରୋନା ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା କଲେ ଜିଲାପାଳ ରଞ୍ଜନ କୁମାର ଦାସ ।ବ୍ରହ୍ମବରଦା ର…

୨୬ତମ ବିଜେଡି ପ୍ରତିଷ୍ଠା ଦିବସରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ନୂତନ ସ୍କୁଲର ଭୂମି ପୂଜନ

Posted by - January 17, 2023 0
ବୌଦ୍ଧ;(ଚିତ୍ତରଞ୍ଜନ ସିଂହ) ତମ ବିଜେଡି ପ୍ରତିଷ୍ଠା ଦିବସରେ  ରଙ୍ଗପାଲିରେ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ଓ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଏସସି ଏସଟି ଛାତ୍ରଛାତ୍ରୀଙ୍କ…

ସେପ୍ଟେମ୍ବର ୧୦ ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧୀ ଦିବସ , ଏହାର ସମାଧାନ ପାଇଁ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ

Posted by - September 10, 2022 0
ଟିଟିଲାଗଡ : ( ସଞ୍ଜୟ କୁମାର ନାୟକ) ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ, ଆତ୍ମହତ୍ୟା ଏକ ଦଣ୍ଡନିୟ ଅପରାଧ, ଲୋକେ ଯଦି ନିଜର ଥିବା…

ଭୁସୁଡ଼ିଲା ଅସ୍ଥାୟୀ ପୋଲ ବେଲଗୁଣ୍ଠା ରୁ ବଳିପଦର ଯାତାୟାତ ବିଛିନ୍ନ

Posted by - September 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ…