ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲା

134 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲା। ପିହୁ କୁ ଖୋଜିବା ପାଇଁ ପରିବାର ଲୋକ ଏବଂ ମାନବାଧିକାର କର୍ମୀ ପୁଣି ଜିଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ। ବିଂଝାରପୁର ଥାନା ମଧୁସୂଦନପୁର ଅଞ୍ଚଳରୁ ୩୦ ମାସ ତଳେ ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲା।

ଏ ନେଇ ପିହୁ ର ମା ଅପହରଣ ର ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁରାକ ମିଳିପାରିନାହିଁ। ସେଥିପାଇଁ ଜିଲା ପ୍ରଶାସନ ନିକଟରେ ପୁଣି ଫେରାଦ ହୋଇ ପିହୁ କୁ ଖୋଜି ଆଣିବାକୁ ସେ ଦାବି କରିଛନ୍ତି।

ମୋନାଲିସା ନାୟକ,ନିଖୋଜ ପିହୁ ର ମା

 

 

 

Related Post

ଦେଦର୍ହା ଗାଁ ରେ ଝାଡା ବାନ୍ତି ବ୍ୟାପିବା ଘଟଣାରେ ପଚିଶ ରୁ ଅଧିକ ଆକ୍ରାନ୍ତ ଓ ଗୋଟିଏ ପରିବାର ର ଦୁଇ ମୃତ୍ୟୁ ଘଟଣା, ଏଇ ଓଡ଼ିଶା ପୋର୍ଟାଲ ରେ ଖବର ପ୍ରସାରଣ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ,

Posted by - September 5, 2022 0
ଖପ୍ରାଖୋଲ ୫/୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁ ବ୍ୟାପୁଛି ଝାଡା ବାନ୍ତି । ଝାଡାବାନ୍ତି ରେ ଗାଁ…

ତେଲେନପାଲି ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ,ସତସ୍ତରି ଟି ଅଭିଯୋଗ, ଆଠଟିର ତତ୍କାଳ ସମାଧାନ

Posted by - January 30, 2023 0
ଖପ୍ରାଖୋଲ: ୩୦/୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ…

୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ୍‌ ହେବ ଭୁବନେଶ୍ୱର, ଭଦ୍ରକ ସହର,ଆଜି ରାତି ୮ଟାରୁ କଡାକଡି ହେବ ନିୟମ

Posted by - April 3, 2020 0
ଭୁବନେଶ୍ୱର:  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…