Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଟ୍ରେନ ରେ  କଟି ମା ଓ ଝିଅ ମୃତ

1014 63

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ରେ  କଟି ମା ଓ ଝିଅ ମୃତ । ମୃତକ ହେଲେ କୋରାଇ ଥାନା ଚାନ୍ଦମା ଗ୍ରାମର କାଠି ରଣା(୬୫) ଓ ତାଙ୍କ ଝିଅ ଗୁରୁବାରି ରଣା(୪୦) । ହାଉଡ଼ା-ପୁରୀ ପାସେଞ୍ଜର ଟ୍ରେନ ଧକ୍କା ଦେବା ଫଳରେ ଏମାନଙ୍କ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଦୁହେଁ ଆତ୍ମହତ୍ୟା କରିଥିବା ଟ୍ରେନ ଚାଳକ ଷ୍ଟେସନ ପରିଚାଳକଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।

ରେଳବାଇ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଚାନ୍ଦମା ଗ୍ରାମର ଏହି ମା ଓ ଝିଅ ଦୁହେଁ ଅତି ଗରିବ ପରିବାରର ହୋଇଥିବା ବେଳେ ଝିଅ ଏକ ଘରୋଇ ସ୍କୁଲରେ କାମ କରି ନିଜ ଗୁରୁରାଣ ମେଂଟାନ୍ତି । ତେବେ କୌଣସି କାରଣ ବସଃତ ଏମାନେ ଆଜି ଏହମଦ୍ ନଗର ଅଂଚଳକୁ ଆସିଥିବା ବେଳେ ଟ୍ରେନରେ କଟି ଯାଇଥିଲେ ।
ଯାଜପୁରରୁ ଆନନ୍ଦ ଚନ୍ଦ୍ର ସାହୁ ।

Facebook Notice for EU! You need to login to view and post FB Comments!

Related Post

ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ସଦର ମହକୁମା ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜୈନିକ ଅଜଣା ବ୍ଯକ୍ତି ସଂଜ୍ଞାହୀନ ଅବସ୍ଥା ରେ…

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

Posted by - August 24, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦେଶକ ଶ୍ରୀଯୁକ୍ତ ଗୁରୁବୀର ସିଂହ, ଓ.ଆଇ.ଏସ(୧) ଏସ. ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ…

୬୦ ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

Posted by - December 3, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା…

ପୁଣି ଅଲୋଡା ହେଲା ଶିଶୁକନ୍ୟା

Posted by - December 16, 2019 0
ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ…

There are 63 comments

  1. I have to thank you for the efforts you have put in writing this blog. I am hoping to see the same high-grade blog posts by you later on as well. In fact, your creative writing abilities has encouraged me to get my very own blog now 😉

  2. continuously i used to read smaller posts which as well clear their motive, andthat is also happening with this paragraph which I am reading at this place.

Leave a comment

Your email address will not be published.