Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

82 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସାନଶୁଆର ପଂଚାୟତ ଛବାଟିରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସିପାଲ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଭାପତି ସତ୍ୟ ନାରାୟଣ ରାଉତ ମୁଖ୍ୟ ଅତିଥି, ଅଲେଖ ପ୍ରସାଦ ମହାରଣା ସମ୍ମାନିତ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ସାଗରୀକା ଦାସ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପାଠ ସହ ସମାଜ ପାଇଁ ଭଲ କାମ କରିବାକୁ ଆହ୍ଵାନ ଦେଇଥିଲେ ।

ସମ୍ପାଦକ ଜିତେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତାଭାବେ ସମାଜ ସେବୀ ରବିନ୍ଦ୍ର କୁମାର ପରିଡା ଯୋଗ ଦେଇଥିଲେ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିବା ସହ ବୃଦ୍ଧା ଆଶ୍ରମରେ ଥିବା ବୃଦ୍ଧା ମାନଙ୍କ ପାଇଁ ସ୍କୁଲ ତରଫରୁ ପୂଜ୍ୟ କରିବା ସହିତ ସମ୍ମାନିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Related Post

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ

Posted by - February 22, 2020 5
ଯାଜପୁର:୨୧/୦୨(ଆନନ୍ଦ ଚନ୍ଦ୍ର ସାହୁ)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁରଠାରେ ଘଟିଛି ଏହି ଦୁର୍ଘଟଣା।…

ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

Posted by - May 3, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମା ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ସକାଳେ ମନ୍ଦିର…

ହରଭଙ୍ଗା ବ୍ଲକ ରେ ସମାରୋହରେ ପାଳିତ ହେଲା ମହା ଶିବରାତ୍ରି

Posted by - February 19, 2023 0
ହରଭଙ୍ଗା :୨୦/0୨( ଚିତ୍ତରଞ୍ଜନ ସିଂ)ନୀଳ କଣ୍ଠେଶ୍ଵର ଦେବ ଙ୍କ ଦେବ ମହାଦେବ ଙ୍କ ମହା ଶିବରାତ୍ରି ବା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି ହରଭଙ୍ଗା…

ଦଳିତ଼ ଆଦିବାସୀ ବିକାଶ ସଂସ୍ଥାନ ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

Posted by - June 1, 2020 12,420
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଦଳିତ ଆଦିବାସୀ ବିକାଶ ସଂସ୍ଥାନ ଓଡିଶା କେନ୍ଦୁଝର ପକ୍ଷରୁ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମପଞ୍ଚାୟତ଼ ସାବକ ଧନୁର୍ଜୟପୁର ମହିଳା ସିଲେଇ ତାଲିମ୍ କେନ୍ଦ୍ର ଠାରେ…

ଅଭିନବ ଉପାୟରେ ହେଲମେଟ ସଚେତନା କାର୍ଯ୍ୟକ୍ରମ

Posted by - September 2, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ, ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଯୋଗାଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଏକ ଅଭିନବ ଉପାୟରେ…