Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

80 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ ତରଫରୁ ଆଜି ବିଶ୍ଵ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠlଶ୍ରମରେ ପାଳିତ ହୋଇଯାଇଛି l ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଙ୍କ ନେତୃତ୍ବରେ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରମାନେ ସେହି ଆଶ୍ରମରେ ପହଞ୍ଚି ସେମାନଙ୍କର ହାଲଚାଲ ବୁଝିବା ସହ ସେମାନଂକ ପାଇଁ ହୋଇ ଥିବା ଦିବସ ବିଷୟରେ ବୁଝାଇ ଥିଲେ l ସମସ୍ତ ଅଧିବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l କରୋନା ସମୟରୁ ପୋଷ୍ୟ କରିଥିବା ଯୁବ ରେଡ୍ କ୍ରସ୍ ସମାଜ କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ଯେ କୁଷ୍ଠ ରୋଗୀ ଅସ୍ପୃଶ୍ୟ ନୁହଁନ୍ତି l

କୁଷ୍ଠ ରୋଗ ଔଷଧ ଦ୍ଵାରା ନିଶ୍ଚୟ ଆରୋଗ୍ୟ ହେବ l କୁଷ୍ଠ ରୋଗ ର ଲକ୍ଷଣ ପ୍ରକାଶ ପାଇଲେ, ଦେହରେ ଛଉ ଦେଖା ଦେଲେ ତାକୁ ନ ଲୁଚାଇ ଡାକ୍ତର ଖାନାରେ ପରୀକ୍ଷା କରି ଏମ୍. ଡି. ଟି. ଔଷଧ ଖାଇଲେ ଏହି ରୋଗ ନିଶ୍ଚୟ ଭଲ ହେବ l ବର୍ଷl ଦିନରେ ପାଣି ପଶି ଯାଉ ଥିବାରୁ ସେମାନଙ୍କ ପାଇଁ ଯଥା ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବା ପାଇଁ ସେମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ପାର୍ଥ ସାରଥି ମିଶ୍ର, ଜିତେନ୍ଦ୍ର ସାହୁ, ପ୍ରତ୍ୟୁଷ ଦାନୀ, ଆଲୋକ ପରିଡା ଇତ୍ଯାଦି ବହୁ ସହଯୋଗ କରିଥିଲେ l

Related Post

ପିସିଭି ଟୀକା ପ୍ରଚାର ରଥର ଶୁଭାରମ୍ଭ

Posted by - June 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ନ୍ୟୁମୋକୋକାଲ କଞ୍ଜୁଗେଟ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଆଜି…

କଳାହାଣ୍ଡି ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ ସଂଗଠନ ପରିବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର

Posted by - November 1, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ କଳାହାଣ୍ଡି ସଂଗଠନ ପରିବାର ତରଫରୁ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାନନ୍ଦ ଙ୍କ ନେତୃତ୍ବରେ…

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 1,049
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ବୁଦ୍ଧିଯିବୀ ଙ୍କ ଚର୍ଚ୍ଚାରେ ଅନୁଗୋଳ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ

Posted by - September 23, 2019 0
ଅନୁଗୋଳ ୨୨/୯/୨୦୧୯ (ମହେଶ ଭୋମରାଜ)ରବିବାର ଦିନ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ ଦ୍ବାରା ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ରକ୍ତଦାନ ଶିବିର…

ଉତ୍କଳ ସେଣ୍ଟର ପଏଣ୍ଟରେ ୧୮ରୁ ୪୪ବର୍ଷର୧ମ ଡୋଜ ଟୀକାକରଣ

Posted by - June 21, 2021 0
ବ୍ୟାସନଗର: ଯାଜପୁର ଜିଲ୍ଲାର ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗର (ଯାଜପୁରରୋଡ)ର ଚୋରଦା ବାଇପାସ ଛକ ମେନ ରୋଡରେ ଅବସ୍ଥିତ “ଉତ୍କଳ ସେଣ୍ଟର ପଏଣ୍ଟ”ରେ ୧୮ରୁ ୪୪ବର୍ଷର ବର୍ଗଙ୍କ ମଧ୍ୟରେ…