Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବିର୍ସାମୁଣ୍ଡା ଠିକା ଶ୍ରମିକ ସମମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହପାଳନ

270 0

କେନ୍ଦୁଝର:ଯୋଡ଼ା ବ୍ଲକ ସିଲିଯୋଡ଼ା ଠାରେ ବିର୍ଶାମୁଣ୍ତା ଙ୍କ ୧୪୪ତମ ଜନ୍ମଦିବସ ଅବସର ରେ ବିର୍ଶାମୁଣ୍ତା ଠିକା ଶ୍ରମିକ ଶମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହ ପାଳନ କରାଯାଇଛି।ଏଥିରେ ବିର୍ଶାମୁଣ୍ତା ସୋସାଇଟି ଲେବର କଣ୍ଟ୍ରାକ୍ଟ ର ସଭାପତି ସିଲାଇ ତିରିୟା ଏହାକୁ ଆୟଯୋଜ କରିଥିଲେ।ମୁଖ୍ୟ ଅତିଥିଭାବେ ବାମେବାରୀ ସବ୍ କନେଷ୍ଟବଳ ମାଟିନ୍ କୁଜୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଳମଣୀ ପାତ୍ର ସାତ ରଙ୍ଗର ପତକାକୁ ଦିବା ୯.୩୦ ଘଟିକା ସମୟରେ ରେ ଉତ୍ତୋଳନ କରିଥିଲେ।

ବିର୍ଶାମୁଣ୍ତା ଙ୍କ ଆତ୍ମ ଜିବନୀ ବିଷୟ ରେ ଆଲୋକ ପାତ କରିଥିଲେ।ସଭାପତି ସିଲାୟ ତିରିଆ ହୋ ସମାଜ ଉନ୍ନତି ଦିଗରେ କହିଥିଲେ ଆଜିକା ଦିନରେ ତାଙ୍କର ଅଭାବ ଅନଟନ ରହୁଛି ବୋଲି ସେ କହିଛନ୍ତି।ପରେ ସାଧାରଣ ଲୋକ ଏବଂ ବିଦ୍ୟାଳୟ ର ପିଲାମାନଙ୍କୁ ସେଓ ବନ୍ଦିଆ ବଣ୍ଟନ କରାଯାଇଥିଲା।ପତକା ସାତ ରଙ୍ଗ ରହିବାର ଉଦ୍ୟଶ୍ୟ ୧୪ରିଖ ଠାରୁ ୨୦ରିଖ ପର୍ଯ୍ୟନ୍ତ ୭ଦିନ ରହିବ ସମବାୟ ପତକା ରହିବ।୧୫ରିଖ ବିର୍ଶ‍ାମୁଣ୍ତା ଙ୍କ ବାର୍ଷିକ ଜନ୍ମ ଉତ୍ସବ ପାଳନ କରାଯିବ।ଏହା ସହିତ ସାଂସକୃତିକ କାର୍ଯ୍ୟକ୍ରମ ରହିଛି।ସମବାୟ ସଦସ୍ୟ ରାମଚ଼ନ୍ଦ୍ର ସିଙ୍କୁ,,ବିସିକେଶନ ମହାକୁଡ଼,ପ୍ରେମ୍ କୁମାର,ଠାକୁରି,ଦିପକ୍ ବାରଲା,ସପନ କୁମାର ଲାଗୁରୀ,ବୈଦୁନାଥ ମହାନ୍ତ,ନାରୀ କଲ୍ୟାଣ ସମିତି ସଭାପତି ବାଳି ଦାସ,ସରସ୍ଵତୀ ପିଙ୍ଗୁଆ,ଶ୍ୟାମସୁନ୍ଦର ସିଙ୍କୁ,ସୁଜିତ୍ ମାଝି,ଦାମୁଦର ଦେଓଗାମ୍,ସୁଶାନ୍ତ ଖିଲାର,ନରେନ୍ଦ୍ର ନାୟକ,ସମାଜ ସେବୀ ଦିପକ୍ କୁମାର ମହାନ୍ତ,ଜଗବନ୍ଧୁ ମହାନ୍ତ ସମାମ୍ବାଦିକ ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତଥିଲେ।

Facebook Notice for EU! You need to login to view and post FB Comments!

Related Post

ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଅର୍ଣ୍ଣଦାନ

Posted by - February 24, 2020 0
ଯାଜପୁର: ଜିଲ୍ଲାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁର୍ଯ୍ୟାଲୋକ ସମାଜସେବା ସଂଗଠନ ର ସ୍ୱଚ୍ଛଭାରତ,ସଡ଼କ ସୁରକ୍ଷା, ଗରିବ ଅସହାୟ କୁ ସାହଯ୍ୟ ଓ ରକ୍ତଦାନ ଅଭିଯାନ କରିବା…

ଭତରା ଗାନ୍ଧୀ ମନ୍ଦିରେ ଗଣ ସଫେଇ କାର୍ଯ୍ୟକ୍ରମ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା କାଲି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ପକ୍ଷରୁ ଭତରା ସ୍ଥିତ ଭାରତର ପ୍ରସିଦ୍ଧ…

କୀଟନାଶକ ଔଷଧ ପିଇ ମହିଳା ମୃତ୍, ପୋଲିସ ତଦନ୍ତ ଜାରି,

Posted by - September 12, 2019 0
କେନ୍ଦୁଝର,୬/୯ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଳାର ପଙ୍ଗାପଶି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ା ଉକ୍ତ ସାହିର ସୁରେନ୍ଦ୍ର ମହାରଣାଙ୍କ…

ପାତାଳି ରୁ ଶ୍ରୀକ୍ଷେତ୍ର.ତୁଳସୀ ରଥ, ହରଭଙ୍ଗା ବ୍ଲକ ରେ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

Posted by - November 14, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜଗତର ନାଥ ଶ୍ରୀକ୍ଷେତ୍ର ବାସି ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଇଁ ବହୁ ପୁରାତନ ପାତାଳି ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ରୁ ପୁଷ୍ପ…

There are 1 comments

Leave a comment

Your email address will not be published.