Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ପାଗଳା ମାଙ୍କଡ଼ ଆକ୍ରମଣ ଉପଦ୍ରବ ରେ ଲୋକେ ଅତିଷ୍ଠ

139 0

ଯାଜପୁର :ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଜିପୁର ଗାଁ ରେ ପାଗଳା ମାଙ୍କଡ଼ ଆକ୍ରମଣ ଉପଦ୍ରବ ରେ ଲୋକେ ଅତିଷ୍ଠ ହେଲେଣି। ମାଙ୍କଡ଼ ଆକ୍ରମଣ ରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖିଦେଇଛି। ପ୍ରତିବାଦ ରେ ବିଜିପୁର ଛକରେ ଲୋକେ ରାସ୍ତା ରୋକ କରିଛନ୍ତି।

ମାଙ୍କଡ଼ ମାନଙ୍କ ଉପଦ୍ରବ କୁ ରୋକିବା ପାଇଁ ବନ ବିଭାଗ କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରି ତୁରନ୍ତ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି। ମାଙ୍କଡ଼ ଆକ୍ରମଣ ରେ ଆହତ ବ୍ୟକ୍ତି ମାନଙ୍କୁ ଯାଜପୁର ମୂଖ୍ୟ ଡାକ୍ତର ଖାନା ରେ ଭର୍ତି କରାଯାଇଛି।

Related Post

ଜାତୀୟ ରାଜ ପଥରେ ଯୁବକଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

Posted by - September 15, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନୟାଗଡ ବୌଦ୍ଧ ସୀମା ଗେଟ ଠାରୁ ମାତ୍ର ଅଧକିଲୋମିଟର ରାସ୍ତା ର ବୌଦ୍ଧ ଏରିଆ ରେ ଘଟିଯାଇଛି…

ରଙ୍ଗ ମାଟିଆ ରେ  ସଡ଼କ ଦୁର୍ଘଟଣା.ବସ ଧକ୍କା ରେ ସ୍କୁଟି ଆରୋହୀ ସହ ମଇଁଷି ମୃତ 

Posted by - June 2, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ ) ଗ୍ରାଣ୍ଡ ନାମକ ଏକ ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଗୋଟି ଜୀବନ ହାରିଥିବା  ଜଣା ପଡିଛି!ଖୋର୍ଦ୍ଧା -ବଲାଙ୍ଗୀର…

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ

Posted by - October 6, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ…

ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ

Posted by - January 31, 2023 0
ଯାଜପୁର:ଯାଜପୁର ସଂସ୍କୃତି ଭବନ ପରିସରରେ ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିIସଭାପତି ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଂଜୁଲତା ହୋତା, ବିଦ୍ୟାବିକାଶ ସମିତିର ସମ୍ପାଦକ ଜୋଗେନ୍ଦ୍ରନାଥ ବସ୍ତିଆ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ଶିଶୁ ବିଦ୍ୟା ମନ୍ଦୀର ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।