ଯୁବ ରେଡ଼କ୍ରସ ସୋସାଇଟି ପକ୍ଷରୁ ମେଗା ରକ୍ତଦାନ ଶିବିର

345 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଏସ ଜି କଲେଜ ପରିସରରେ ଯୁବ ରେଡ଼କ୍ରସ ସୋସାଇଟି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର କୁ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଆନୁଷ୍ଠାନିକ ଉଦଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ଦୈତାରି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ଜିଲ୍ଲା ରେଡ଼କ୍ରସ ସୋସାଇଟି ସମ୍ପାଦକ ତଥା ସହକାରୀ ଜିଲାପାଳ କୁଳମଣି ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଠାରୁ ମୋଟ ୮୮ ୟୁନିଟ ସଂଗୃହୀତ ହୋଇଥିଲା । ଯୁବ ରେଡ଼କ୍ରସ ଉପଦେଷ୍ଟା ଅଧ୍ୟାପକ ଡ଼ଃ ଭଦେବୀ ପ୍ରସାଦ ସାହୁ ଏହି ରକ୍ତଦାନ ଶିବିର କୁ ସଂଯୋଜନା କରିଥିଲେ ।

Related Post

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

Posted by - December 4, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମରେ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ସୁଚନା ରୁ…

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଯାପିତ

Posted by - January 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ…

ଟିଟିଲାଗଡ ବ୍ଲକ ଇଚ ଗାଁରେ ଅବକାରୀ ଚଢ଼ାଉ, ୨୧ କେଜି ଗଞ୍ଜେଇ ସହ ନଗଦ ୧୩ ଲକ୍ଷ ଟଙ୍କା ସହ ବୈଷ୍ଣବ ସାହୁ ଗିରଫ

Posted by - April 25, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଗଞ୍ଜେଇ ଚୋରାଚାଲାଣର ହୋଲସେଲର ତଥା ମାଷ୍ଟର ମାଇଣ୍ଡ ଟିଟିଲାଗଡ ବ୍ଲକ ଇଚ ଗାଁ ରେ ଅବକାରୀ ସ୍ପେଶିଆଲ ସ୍କ୍ୱାର୍ଡର ଚଢ଼ାଉ,…

ଜୁରିଆ ଠାରେ ରବି ଧାନମଣ୍ଡି ଉଦଘାଟନ ପ୍ରଥମ ଦିନ ଉଠିଲା ୨୫୧ କୁଇଣ୍ଟାଲ ଧାନ

Posted by - June 2, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସେବାସମବାୟ ସମିତି ଜୁରିଆ ଠାରେ ରବି ଧାନ ମଣ୍ଡି ବୁଧବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ…

କରୋନାରେ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ୧୧୪ ଆମ୍ବ ଗଛ ରୋପଣ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା…

Leave a comment

Your email address will not be published.