Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ

36 0

ବାଲିଗୁଡ଼ା:(ବ୍ୟୁରୋ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ମୋଟରସାଇକେଲ । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ଡାବଲାପଙ୍ଗା ଅଞ୍ଚଳର ଅଜୟ ମଳିକ ହୋଇଥିବା ଜଣାପଡ଼ିଛି ।

ଘଟଣା ପ୍ରକାରେ ବିଳମ୍ବିତ ରାତିରେ ଅଜୟ ନିଜ ମୋଟରସାଇକେଲ ଯୋଗେ ବଡ଼ଗାଁ ଦେଇ ଯାଉଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଖସିପଡ଼ି ଗୁରୁତର ଆହତ ହୋଇ ପଡ଼ିଥିଲେ ।

ସକାଳୁ ସେହି ରାସ୍ତା ଦେଇ ଅଞ୍ଚଳବାସୀ ଯିବା ସମୟରେ ଘଟଣା ସମ୍ପର୍କରେ ଜାଣି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Related Post

ଯାଜପୁରବାର ଆସୋସିଏସନର ବିଭିନ୍ନ କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ

Posted by - November 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବାର ଆସୋସିଏସନ,ଯାଜପୁରର ବିଭିନ୍ନ କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ ହୋଇଛି ବିନା କୌଣସି ନିର୍ବାଚନରେ କର୍ମକର୍ତା ମାନେ ମନୋନିତ ହୋଇଛନ୍ତି ଆଡଭୋକେଟ ପ୍ରପୁଂଲ୍ଲ୍ ସାମଲ ସଭାପତି ଏବଂ କମଳ ଲୋଚନ ଉପାଧ୍ୟାୟ ସଂପାଦକ ଭାବେ ମନୋନିତ ହୋଇଛନ୍ତି । ସେହିପରି ରାକେଶ ମିଶ୍ର ଉପସଭାପତି ପ୍ରଦୀପ ନାୟକ ସହକାରୀ ସଂପାଦକ ଭାବେ ମନୋନିତ ହୋଇଛନ୍ତି  ଆଗାମୀ ଦିନରେ ଆଇନଜିବି ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ଆସୋସିଏସନ କାର୍ଯ୍ୟକରିବ ବୋଲି ସଭାପତି କହିଛନ୍ତି ।

ନନ୍ଦନକାନନକୁ ଆସିଲେ ୨ ଦେଶୀ ଶାବକ ଭାଲୁଛୁଆ.

Posted by - April 28, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦୁଇଟି ଦେଶୀ ଭାଲୁ ଶାବକ ଉଦ୍ଧାର ହୋଇ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି।ଗତ ଗୁରୁବାର ଦିନ ୫ ଟି ଦେଶୀ…

ଭୁଲ ଇଂଜେକସନ ଯୋଗୁଁ ଯୁବକ ମୃତ୍ୟୁ ଥାନାରେ ଅଭିଯୋଗ

Posted by - December 11, 2022 0
ରାୟଗଡା :(ରମାକାନ୍ତ ପୋଢାଲ) ଭୁଲ ଇଂଜେକସନ ଯୋଗୁଁ ଯୁବକ ମୃତ୍ୟୁ ଥାନାରେ ଅଭିଯୋଗ ,ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି…

ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

Posted by - August 9, 2021 0
ମାଥିଲି: :(ଅବଦୁଲ ଗନି)ରିଖ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ମହାବିଧ୍ୟାଳୟ ଠାରେ, ପୂର୍ବତନ ସରପଞ୍ଚ ତଥା ମହାବିଧ୍ୟାଳୟ ପ୍ରତିଷ୍ଠିତ…

ସୁବର୍ଣ୍ଣପୁର ରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ

Posted by - November 29, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣପୁର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସଦର ମହକୁମା…