ରରୁଆଁ-ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’କିଚକେଶ୍ୱରୀଙ୍କ ସୁନାବେସ ଆଜି

291 0

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଆସୁଛି ସୁନାବେସ।ମାଙ୍କର ସୁନାବେସ ଦର୍ଶନ ପାଇଁ ବହୁଦୂରଦୁରନ୍ତାରୁ ଆସିଛନ୍ତି ଶ୍ରଦ୍ଧାଳୁ।ଏମିତିକି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପୋଡସି ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଶ୍ରଦ୍ଧାଳୁ ମାନେ ସୁନାବେଶ ଦର୍ଶନ କରିବାପାଇଁ ଆଜିର ଦିନରେ ମା’କିଚକେଶ୍ୱରୀ ମନ୍ଦିର ଆସିଥାନ୍ତି।ଶ୍ରଦ୍ଧାଳୁଙ୍କ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।।

ପୁରାଣଯୁଗରେ ଏହି ମନ୍ଦିରର ଏହି ମନ୍ଦିରରେ କିଛି ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ ଭଗନ୍ନାବଶେଷକୁ ତତ୍କାଳୀନ ମୟୁରଭଞ୍ଜ ରାଜ୍ୟର ମହାରାଜାଙ୍କ ଉଦ୍ୟମରେ ୧୮୩୮ମସିହାରେ କଳାମୁଗୁନି ପଥର ଦ୍ଵାରା ଅଭିଜ୍ଞାତା ସମ୍ପନ ମହାରଣାଙ୍କୁ ନେଇ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯୪୨ମସିହାରେ ଶେଷ ହୋଇଥିଲା।ସେହିଦିନ ଠାରୁ ମା’ଙ୍କ ମନ୍ଦିରରେ ସୁନାବେସ ଅନୁଷ୍ଠିତ ହୋଇ ଆସୁୁୁହିି। ପରିସରରେ ଥିବା ସବୁଜିମା ପୂର୍ଣ୍ଣ ଶୋଭାରାଶି ମନମୁଗ୍ଧକର ହୋଇଥିବା ବେଳେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଶାନ୍ତ ଅଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥାଏ।। ପବିତ୍ର ଦିନରେ ମା’ଙ୍କ ସୁନାବେଶ ଦର୍ଶନ କରି କରୁଣା ଲାଭ କରିଥାନ୍ତି ମନ୍ଦିର ଓ ଏହାର ପରିସରର ବିକାଶ ଦିଗରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉନଥିବା ନେଇ କ୍ଷୋଭର ସହ କହିଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ।ସେହିପରି ମା’କିଚକେଶ୍ୱରୀଙ୍କ ମନ୍ଦିରରେ ଆଜି ସୁନାବେଶ ପାରମ୍ପରିକରୀତିନୀତିରେ ଅନୁଷ୍ଠିତ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିସରରେ ଅନ୍ନପ୍ରସାଦର ସୁବିଧା କରାଯାଇଥି ଲା।

Facebook Notice for EU! You need to login to view and post FB Comments!

Related Post

ଉତ୍କଳମଣି ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ବନ୍ଧୁମିଳନ

Posted by - January 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ନୀତି ଆଦର୍ଶରେ ପରିଚାଳିତ, ନୀଳଗିରି ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଉତ୍କଳ ମଣି ନିସ୍ଵାର୍ଥ ସେବା ସଂଗଠନ” ପକ୍ଷରୁ କାଠପାଳ…

ବିଦ୍ୟାବାଲନ ଙ୍କ ସମ୍ବଲପୁରୀ ଶାଢୀ କିଣିଲେ ଓଡିଆ ଝିଅ

Posted by - August 23, 2020 0
ଭଦ୍ରକ :ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ଭଦ୍ରକର ଦେବାଂଶୀ ମିଶ୍ର । ଆଇଆଇଟି ଗୌହାଟୀରେ ସିଭିଲ ଇଂଜିନିୟରିଂ ପାଠ ପଢ଼ୁଥିବା ଦେବାଁଶୀ ୫୫…

ନୀଳଚକ୍ର ପକ୍ଷରୁ ପଣ୍ତିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ସହ ବ୍ରୁକ୍ଷଚାରା ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

Posted by - October 11, 2021 0
ସମ୍ୱଲପୁର :(ରମାକାନ୍ତ ବିଶ୍ବାଳ)ଓଡ଼ିଶାର ଅଗ୍ରଣୀ ସାମାଜିକ ତଥା ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ଓ “ବୀର ସୁରେନ୍ଦ୍ର ସାଏ କମ୍ଯୁନିଟି ପୋଲିସ, ସମ୍ୱଲପୁର” ର ମିଳିତ ଆନୁକୂଲ୍ଯରେ ଉତ୍କଳମଣି…

ବିର୍ସାମୁଣ୍ଡା ଠିକା ଶ୍ରମିକ ସମମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହପାଳନ

Posted by - November 19, 2019 0
କେନ୍ଦୁଝର:ଯୋଡ଼ା ବ୍ଲକ ସିଲିଯୋଡ଼ା ଠାରେ ବିର୍ଶାମୁଣ୍ତା ଙ୍କ ୧୪୪ତମ ଜନ୍ମଦିବସ ଅବସର ରେ ବିର୍ଶାମୁଣ୍ତା ଠିକା ଶ୍ରମିକ ଶମବାୟ ସମିତି ଲିଃ ପକ୍ଷରୁ ୬୬ତମ ସମବାୟ ସପ୍ତାହ…

ହାତୀ ଉପଦ୍ରବ ଜାରି ।ଅଳ୍ପକେ ବର୍ତ୍ତିଲେ ମଟର ସାଇକେଲ ଆରହି ।

Posted by - December 13, 2019 0
ମୟୁରଭଞ୍ଜ:୧୨/୧୨/୨୦୧୯ କରଞ୍ଜିଆ ବନଖଣ୍ଡରେ ଥମିବାର ନା ଧରୁନି ହାତୀ ଆତଙ୍କ । କେତେ ବେଳେ ହାତୀ ମଣିଷକୁ ଆକ୍ରମଣ କରୁଛି ତ କେତେବେଳେ  ମଣିଷ ହାତୀକୁ। ତେବେ…

Leave a comment

Your email address will not be published.