ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ

53 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟି ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ୬ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଭ୍ୟl କଳ୍ପନା ରାଣୀ ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଂକୁ ଉଦବୋଧନ ଦେଇଥିଲେ l

ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଵାଧୀନ ବିଶ୍ବାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜ କୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃତ୍ତିବାସ ପଲିଆ, କ୍ରୀଡ଼ା ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚା ସିନ ଥିବାବେଳେ ବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଜେନୀ ସାହୁ ମଞ୍ଚ ପରିଚାଳନା କରିଥିଲେ l ଖେଲ ଶିକ୍ଷକ ଭାବେ ଦଶରଥ ଭୋଇ, କୃଷ୍ନ ଚନ୍ଦ୍ର ସେଠୀ, ବନ୍ଦିତା ବିଶ୍ବାଳ ଖେଳ ପରିଚାଳନା କରିଥିଲେ l ଦୁଇଦିନିଆ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷାୟତ୍ରୀ ଦିଲ୍ଲୀପ କୁମର ନାଗ, ବାକଗୋପାଲ ନାଗ, ସୋନାଲିକା ଦାଶ, ଆରାଧନା ସାହୁ,ପ୍ରଜ୍ଞାପ୍ରକାସିନୀ ବେହେରା, ସୁଚିଶ୍ମିତା ସୁବୁଦ୍ଧି, ମୋନୋଜ କୁମାର ପ୍ରଧାନ, ବିମୋଲ ମଲ୍ଲିକ, ପ୍ରଣୟ କୁମାର ସାହୁ, କାର୍ତିକେଶ୍ୱର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

Related Post

ଆଜି ସରିବ ଯାଜପୁର ରେ ସଟ ଡାଉନ,ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

Posted by - April 6, 2020 0
ଭୁବନେଶ୍ବର:କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି।ଯାଜପୁର ଜିଲ୍ଲାର ପ୍ରମୁଖ ସହର, ବ୍ଲକଗୁଡ଼ିକର ସଦର…

ଟାଟା କମ୍ପାନୀର ମନମୁଖି କାମ, ଟ୍ରାନସଫରମର ପୋଡି ପାଞ୍ଚ ଦିନ ହେଲା ଅନ୍ଧାରରେ ଲୋକେ

Posted by - September 11, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ବିରନରସିଂହପୁର ଗ୍ରାମପଞ୍ଚାୟତ ବିରାମଚନ୍ଦ୍ରପୁର ଗ୍ରାମ ବାଘସାହିର  ଟ୍ରାସଫରମର ପୋଡି ! ଆଜକୁ ପାଞ୍ଚ ଦିନ ହେଲା ଗ୍ରାମ ବାସି ଅନ୍ଧାରରେ…

ଖଡ଼ଙ୍ଗ ଲୋକମହୋତ୍ସବ ମଣ୍ଡପ ଉଦଘାଟିତ

Posted by - January 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଖଡ଼ଙ୍ଗ ଲୋକମହୋତ୍ସବ ସାଂସ୍କୃତିକ ମଣ୍ଡପ ମଙ୍ଗଳବାର ଉଦଘାଟିତ ହୋଇଯାଇଛି |ମଧ୍ୟାହ୍ନରେ ଏକ ମଶାଲ ଶୋଭାଯାତ୍ରା ରୁଗୁଡ଼ିପାଲି ଶିବ…

ଶିକ୍ଷକଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl

Posted by - July 1, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ତବଳା ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷକ ଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl କାର୍ଯ୍ୟକ୍ରମ । ତବଳା ଠାରେ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ…