ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ

87 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ  ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ କମିଟି ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟି, ମା ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା କମିଟି ଓ ଘୁମୁରା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟିର ସହ ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ରାଜେନ୍ଦ୍ର ମୁନି, ଲିଙ୍ଗରାଜ ବେହେରା, ଘନଶ୍ୟାମ ମେହେର,ମାଧବ ଲହଜଲ, ମାନସ ମୁଣ୍ଡ, ପ୍ରଶାନ୍ତ ପଣ୍ଡା, ଘୁମୁରା କମିଟିର କମିଟି ର ଅଧ୍ୟକ୍ଷ ରମଣୀ ରଞ୍ଜନ ଜାଲ, କଳସ ଯାତ୍ରା କମିଟି ର ଅଧ୍ୟକ୍ଷ ଅଜୟ କୁମାର ନାଏକ, ପ୍ରଚାର ଓ ପ୍ରସାର କମିଟି ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ସୌମ୍ୟ ରଞ୍ଜନ ନାଏକ, କ୍ରିଷ୍ଣା ଦାସ ସୁନାନୀ, ପ୍ରଣାମ କଳାହାଣ୍ଡି ର ଅଧ୍ୟକ୍ଷ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ସଂପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।

Related Post

ଭିଜିଲାନ୍ସ ଜାଲରେ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ଆୟ ବହିର୍ଭୂତ ସମ୍ପତ୍ତି ଠାବ

Posted by - March 8, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାପକ ଭିଜିଲାନ୍ସ ଚଢାଉ ସ୍ୱତ୍ତ୍ୱେ ଦୁର୍ନତୀ ଗ୍ରସ୍ତ କର୍ମଚାରୀ ମାନେ ନିଜକୁ ସୁଧାରି ପାରୁ ନାହାନ୍ତି। ଅଧିକ ଆଶାରେ ନିଜର…

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜ଼ିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଗୁରୁବାର ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ…

ବୋଲେରୋକୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌; ଚାଳକ ଓ ଗୋଟିଏ ପରିବାରର ୫ ଜଣ ଗୁରୁତର

Posted by - December 28, 2022 0
ନର୍ଲା: :୨୭/୧୨(ଅମିୟ କୁମାର ଦାସ)ଦ୍ରୁତଗାମୀ ଟ୍ରକ୍‌ ଆଜି ମଧ୍ୟାହ୍‌ଣରେ ଏକ ବୋଲେରୋକୁ ଚାପିଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ…

ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପ୍ରବୀର କୁମାର ପଣ୍ଡାଙ୍କ ଯୋଗଦାନ

Posted by - January 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର କୁମାର ପଣ୍ଡା ଦାୟିତ୍ୟ ଗ୍ରହଣ କରିଛନ୍ତି।…