Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ତନ୍ତୀ ଘାଇ ର ସାଖାନଦୀ ବାଳୁଙ୍ଗା ପାଟିଆ ରେ କୁମ୍ଭୀର

717 0

ଯାଜପୁର:(ସ୍ନେହାନସୁ ଶେଖର)ଯାଜପୁର ଜିଲ୍ଲା ତନ୍ତୀ ଘାଇ ର ସଖା ନଈ ବାଳୁଙ୍ଗା ପାଟିଆ ରେ ଏକ କୁମ୍ଭୀର ଥିବା ର ଗ୍ରାମ ବାସୀ ମନେ ସୂଚନା ଦେଇଛନ୍ତି। ସେହି ନଇଁ ବିପରୀତ ଦିଗରେ ଥିବା ଚାଷ ଜମି ଗୁଡିକ ଉପରେ ନିର୍ଭର କରି ଚଳୁଥିବା ଚାଷୀ ମାନେ ଚାଷ ଜମିକୁ ପ୍ରତିଦିନ ନଦୀ ପାର ହୋଇ ଯାଇଥାନ୍ତି। ଆଜି କୁମ୍ଭୀର ଥିବା ଜାଣି ଚାଷୀ ମାନେ ନିଜ ଜମି କୁ ନଯାଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ବାଳିବିଲି ପଞ୍ଚାୟତ ର ବାଳୁଙ୍ଗା ପାଟିଆ ଦେଇ ପ୍ରତିଦିନ ନିଜ ଖେତ କୁ ଯାଉଥିବା ଚାଷୀ ମାନେ କୁମ୍ଭୀର ଟିକୁ ଦେଖିବାକୁ ପାଇଥିଲେ ଯାହା କୁ ନେଇ ଏକ ଭୟ ର ବାତାବରଣ ଖେଳି ଯାଇଛି।

ସୂଚନା ଅନୁସାରେ କିଛି ଦିନ ତଳେ ଏକ କୁମ୍ଭୀର ଛୁଆ ଉଦ୍ଧାର କରାଯାଇ ଥିଲା। ଯାହା ଲୋକ ମାନଙ୍କ ମନରୁ ନ ଲିଭୁଣୁ ପୁଣି ଆଜି ଏକ କୁମ୍ଭୀର କୁ ଦେଖିବା ପରେ ଗ୍ରାମ ବାସୀ ଭୟବିତ ହୋଇପଡିଛନ୍ତି।ତୁରନ୍ତୁ କୁମ୍ଭୀର ଟିକୁ ବନ ବିଭାଗ ଧରିବା ସହ କିପରି ବାରମ୍ବାର କୁମ୍ଭୀର ଆତଙ୍କ ସୃଷ୍ଟି କରିବ ସେଥିପାଇଁ ଚାଷୀ ମାନେ ଅନୁରୋଧ କରିଛନ୍ତି l

Facebook Notice for EU! You need to login to view and post FB Comments!

Related Post

ଝାରସୁଗୁଡ଼ା ରେ ଗର୍ଜିଲେ ଓବିସି ମଞ୍ଚ ପୋଡ଼ିଲେ ପଞ୍ଚାୟତ ନିର୍ବାଚନ ଚିଠା ପ୍ରସ୍ତାବ

Posted by - October 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଅଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ତାଲିକା ରେ ଓବିସି ବର୍ଗ ଙ୍କୁ ଚରମ ଅବହେଳା କରାଯାଇଛି । ଏହି ଅବହେଳା ର…

ନନ୍ଦନକାନନରେ ପାଳିତ ହେଲା ୬୨ ତମ ପ୍ରତିଷ୍ଠା ଦିବସ

Posted by - December 30, 2021 0
ବାରଙ୍ଗ 🙁 ସନ୍ତୋଷ ରାଉତ)କରୋନା କଟକଣା ମଧ୍ୟରେ ଆଜି ନନ୍ଦନକାନନ ଚିଡିଆଖାନାରେ ପାଳିତ ହୋଇଥିଲା ୬୨ ତମ ପ୍ରତିଷ୍ଠା ଦିବସ| ଆଉ ଏହି ପ୍ରତିଷ୍ଠା ଦିନରେ ନନ୍ଦନକାନନରେ…

ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସତର୍କ ବାଣୀ: ନିରପେକ୍ଷ ନ ରହିଲେ ଚାକିରି ଯିବ

Posted by - January 29, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜୋର୍ ଧରିଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ଶାସନ ସଂସ୍ଥା ର କର୍ମଚାରୀ…

Leave a comment

Your email address will not be published.