Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

କାରୁଣ୍ଡ ପ୍ରଡ଼କ୍ସନ୍ସ ର ସଚେତନତା ଧର୍ମି କଥାବସ୍ତୁ ଆଧାରିତ “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର ର ମୁକ୍ତିଲାଭ

49 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଆଦିବାସୀ ବହୁଳ ଗ୍ରାମାଞ୍ଚଳର ନିଚ୍ଛକ କଥାବସ୍ତୁକୁ ନେଇ କାରୁଣ୍ଡ ପ୍ରଡକ୍ସନ ଦ୍ୱାରା ଶୁକ୍ରବାର ୟୁଟୁବ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର “ବଦନି “।ପ୍ରଶାନ୍ତ ମୁନି ଙ୍କ କାହାଣୀ ସଂରଚନା କରିଥିବା ବେଳେ ପ୍ରଯୋଜନା ସୁଜାତା ନାଏକ, ପରିକଳ୍ପନା, ଚିତ୍ର ନାଟ୍ୟ ଓ ନିର୍ଦ୍ଦେଶନା ପ୍ରଦୀପ ଡି. ମାଝୀଙ୍କ ରହିଛି।

କୋକସରା ବ୍ଲକ ଆମପାଣି ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ନୂଆପଡା, ଆମପାଣି ବୁଢ଼ାରଜା ପୀଠର ପ୍ରାକୃତିକ ପରିବେଶ ସହିତ ଗାଁର ନିରୀହ ଓ ସରଳ ମଣିଷଙ୍କ ନିତିଦିନିଆ ଜୀବନଚର୍ଯ୍ୟାକୁ ନେଇ ବଦନି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। “ବଦନି” କହିଲେ ଦେବାଦେବୀଙ୍କ ନିକଟରେ ସମର୍ପିତ ମାନସିକକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ରର ରୂପାୟନ କରାଯାଇଛି।

ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ବାଗ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରି, ଦୟାନିଧି ନାଏକ, ବିନୋଦ ସିଂ, ଦକ୍ଷ ସାହୁ, ଦୋଳ ଗୋବିନ୍ଦ ପୁଝାରି, ବିଷମ ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ନକୁଳ ବାଣୁଆ, ବସନ୍ତ ବେଣୁପାଣି, ନିତ୍ୟାନନ୍ଦ ମାଝୀ, ବ୍ରଜ ମୋହନ ପୁଝାରି, ଛବି ଲାଲ ପୁଝାରି, ନନ୍ଦ ମାଝୀ, କୁମ ରାଉତ ଓ କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଶିଶୁ କଳାକାର ପ୍ରୀତି ରାଉତ, ବିଜେତା ବାଗ, ଦୀପମ ନାଏକ କଳାକାର ଭାବେ ନିଖୁଣ ଅଭିନୟ କରିଛନ୍ତି।

Related Post

ଓଡ଼ିଆ ଚଳଚ୍ଚିତ୍ର ଆଖିର ଅଡିଓ ରିଲିଜ 

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରୋଟାରୀ ଭବନ ପରିସରରେ ଓଡ଼ିଆ ଚଳଚ୍ଚିତ୍ର ଆଖିର ଅଡିଓ ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନ ଆହ୍ୱାନ ପକ୍ଷରୁ ଆୟୋଜିତ…

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା

Posted by - November 25, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶୁକ୍ରବାର ଚତୁର୍ଥ ସନ୍ଧ୍ୟା…

ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଶିକ୍ଷକ…

ମ୍ବଲପୁରୀ ଫୋକ୍ ମ୍ୟୁଜିକ ଭିଡିଓ ଶୁଭମୁକ୍ତି

Posted by - October 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର…

ବୌଦ୍ଧ ବ୍ଲକରେ କଳାକାର ମାନଙ୍କର ଚୟନ ପ୍ରକ୍ରିୟା

Posted by - December 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଆବେଦନକାରି ଙ୍କ ସାମର୍ଥ୍ୟ ପରୀକ୍ଷା ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅଦ୍ୟ ତା.17.12.2021 ରିଖ ଦିନ…