ବ୍ଲକ ସ୍ତରୀୟ ଟୁର୍ନାମେଣ୍ଟ ରେ ଥନଟ ବିଜୟୀ

174 0

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଧର୍ମଗଡ଼ ତେନ୍ତୁଳିଆ ପଡା ଠାରେ ମା ଭଣ୍ଡାରଘରଣି କ୍ରିକେଟ ଟୁର୍ନାମେଣ୍ଟ ର ଅନ୍ତିମ ଫାଇନଲ ରେ ତେନ୍ତୁଳିଆପଡା ବନାମ ଥନଟ ମଧ୍ୟରେ ହୋଇଥିଲା ଏଥିରେ ଥନଟ ପ୍ରଥମେ ଟସ ଜିଣି ବୋଲିଂ କରିବାର ନିଷ୍ପତି ନେଇଥିଲା ତା ଜବାବ ରେ ତେନ୍ତୁଳିଆ ପଡା ଦଳ ୧୧୦ ରନ ର ଲକ୍ଷ ରଖିଥିଲା |ଟୁର୍ନାମେଣ୍ଟ ର ଦ୍ୱତୀୟ ପର୍ଯ୍ୟାୟ ରେ ଥନଟ ର ଅଧିନାୟକ ଲିଙ୍ଗରାଜ ପଣ୍ଡା (ଚୁନୁ )୧୬ ଟି ବଲ ରୁ ୪୦ ରନ ଦେଇ ଟିମ କୁ ଆଗେଇ ନେଇ ଥିଲେ ଏବଂ ମାନସ ପଣ୍ଡା ଙ୍କ ବିସ୍ଫୋଟକ ବ୍ୟାଟିଂ ୪ ଟି ବଲ ରୁ ୨୨ ରନ ସଂଗ୍ରହ କରି ମେଚ କୁ ବାଜି ପାଲଟାଇ ଦେଇଥିଲେ ଏବଂ ଆକାଶ ବାଗ ୧୨ ଟି ବଲ ରୁ ୨୦ ରନ, ମନୁ ତାଣ୍ଡି ୧୫ ଟି ବଲ ରୁ ୨୭ ରନ ବ୍ୟକ୍ତିଗତ କରିଥିଲେ |ମାନସ ପଣ୍ଡା ଙ୍କୁ ମେନ ଅଫ ଦ ମେଚ ଦିଆଯାଇ ଥିଲା |

ଏହି ଟୁର୍ନାମେଣ୍ଟ ରେ ଥନଟ ଦଳ ର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଚୁନୁ ପଣ୍ଡା ୧୨୦ ରନ, ପପୁ ପଣ୍ଡା ୬୫ ରନ ଓପେନିଙ୍ଗ ଭାବରେ ସଂଗ୍ରହ କରି ଥିଲେ, ଫାଇନାଲ ରେ ମୁଖ୍ୟ ଅତିଥି ଭାବରେ ଏନଏସି ଉପାଅଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର,ସନ୍ନମାନିତ ଅତିଥି ଭାବରେ ବିଧାୟକ ରିପ୍ରେସେନଟେଟିଭ ଶ୍ରୀଯୁକ୍ତ ସ୍ୱାଧୀନ ବାଗ, ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ଶ୍ରୀଯୁକ୍ତ ମନୋଜ ନାଏକ ଓ ଶ୍ରୀଯୁକ୍ତ ଜଗତରାମ ଖେଳ ପରିଚାଳନା କରିଥିଲେ |ଶ୍ରୀମତୀ ମିଶ୍ର ଖେଳ ର ଯଥାର୍ଥ ଓ ଗାରିମା ଏବଂ ବନ୍ଧୁତ୍ବ ର ସମ୍ପର୍କ କୁ ବଖାଣି ଥିଲେ ।

Related Post

ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ କସିରା ଚାମ୍ପିୟନ,

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଫୂଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ବାର୍ଷିକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।୩ଦିନ ଧରି ଅନୁଷ୍ଠିତ…

ପ୍ରକୃତ କ୍ରିକେଟ ପ୍ରେମୀ ଙ୍କ ହାତରେ OCA,ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନପତ୍ର ଦାଖଲ

Posted by - October 23, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି)ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ…

ପଦ୍ମପୁରମହାଲକ୍ଷ୍ମୀ ଫୁଟବଲଟୁର୍ଣ୍ଣାମେଣ୍ଟ;ଜଡ଼ିଚ଼ାତରଚାମ୍ପିଅନ

Posted by - October 9, 2019 237
କେନ୍ଦୁଝର,୯/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମାଞ୍ଚଳ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ୮ଟି ଦଳ…

ସୋନପୁର ପ୍ରିମିୟର ଲିଗ ମଣ୍ଟୁ ୱାରିୟର୍ସ ଚମ୍ପିଆନ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି l ଗତକାଲି…

୯ମ ଅଶୋକ ଦାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - February 9, 2021 0
ଯାଜପୁର ଅଫିସ :ଯାଜପୁର ଟାଉନରେ ଆରମ୍ଭ ହୋଇଥିବା ଅଶୋକ ଦାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୯ମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ…