ପଲାସାହି ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ 

84 0

ଯାଜପୁର ଜିଲା ମଙ୍ଗଳପୁର ଥାନା ମନ୍ଦାରଖଣ୍ଡ ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ  ଗାଁର  ପ୍ରଫୁଲ୍ଳ ପଣ୍ଡାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି  ମନ୍ଦାରଖଣ୍ଡ ଗ୍ରାମର ଅକ୍ଷୟ ପଣ୍ଡା ଙ୍କୁ ଜ୍ୟୋତ୍ସାରାଣିଙ୍କୁ ବିବାହ କରିବା ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି  ଅକ୍ଷୟ ସୁଦୂର ଚେନ୍ନାଇ ସହରରେ କାର୍ଯ୍ୟ କରୁଥିବାରୁ ଜ୍ୟୋତ୍ସ୍ନାରାଣୀଙ୍କୁ ସାଙ୍ଗରେ ନେଇ ସେଠାରେ ରଖିଥିଲେ 

ହଠାତ୍ ଚଳିତମାସ ୧୫ ତାରିଖ ବିଳମ୍ବିତ ରାତ୍ରିରେ ଜ୍ୟୋତ୍ସାରାଣୀଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ଅକ୍ଷୟ ସେ ପତ୍ନିଙ୍କ ଶବକୁ ନିଜ ଗାଁକୁ ଆଣିବା ପରେ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପରିବାର ଲୋକେ ମଂଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକୁ ଭିର୍ତ୍ତିକରି ମଙ୍ଗଳପୁର ପୁଲିସ୍ ଜ୍ୟୋତ୍ସ୍ନାରାଣୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ  ତଦନ୍ତ ଜାରି ରଖିଥିବା ଜଣାଯାଇଛି 

Related Post

ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ଟିଟ୍ରିପଡା ବାସୀ ଭୋଟ ବର୍ଜନ କରିବେ ?

Posted by - February 17, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଜନସାଧାରଣ ବଞ୍ଚିତ ହେଉଛନ୍ତି ମୌଳିକ ସୁବିଧାରୁ, ବାରମ୍ବାର ଦାବି ସତ୍ତେ ପ୍ରଶାସନିକ…

କଳାହାଣ୍ଡି ଜିଲ୍ଲାରେ ପୁଣି ଝାଡାବାନ୍ତି ଆତଙ୍କ, ୩ ମୃତ, ୨୫ ଆକ୍ରାନ୍ତ

Posted by - October 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର, କେସିଙ୍ଗା, କଲମପୁର ସମେତ ବିଭିନ୍ନ ବ୍ଳକ ରେ ଝାଡାବାନ୍ତି…

ହରିଶଙ୍କର ରେ ରୋପ ୱେ ଦାବିରେ ଚାଲିଥିବା ଜଳ ସତ୍ୟାଗ୍ରହ , ତହସିଲଦାର କୁ ଦାବିପତ୍ର ଦେଇ ପ୍ରତ୍ୟାହୃତ

Posted by - October 12, 2022 0
ଖପ୍ରାଖୋଲ: ୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦାବିରେ…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

Posted by - March 25, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ନିଜ ସର୍ଭିସ ରିଭଲଭର ରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତର ଏବଂ ଷ୍ଟାଫ କାର୍ଯ୍ୟ କରୁଛନ୍ତି ଚାପରେ ,ଅନ୍ୟପଟେ ଖାଲି ଥିବା ପଦବି ପୂରଣ ଦାବିରେ ୧୯ ତାରିଖରୁ ଧାରଣାରେ ବସିବେ ଆପ କାର୍ଯ୍ୟକର୍ତ୍ତା

Posted by - September 18, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)  ଟିଟିଲାଗଡ ସରକାରୀ ଡାକ୍ତରଖାନା ହେଉଛି ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଳାର ରୋଗୀଙ୍କ ପାଇଁ ପ୍ରଥମ ଚିକିତ୍ସା କେନ୍ଦ୍ର, ଏଠାରେ…