ଜମୁନାପାଳି ରେ ବିର୍ସାମୁଣ୍ଡା ଜୟନ୍ତି ଅବସରରେ ସିଲେଇ ତାଲିମ ଶିବିର ଉଦଘାଟିତ

75 0

ଖପ୍ରାଖୋଲ :୧୫/୧୧ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଳି ପଞ୍ଚାୟତ ଜମୁନାପାଳି ଠାରେ ଜଙ୍ଗଲ ବିଭାଗ, ଆମ ଜଙ୍ଗଲ ଯୋଜନା , ଜନ ଶିକ୍ଷଣ ସଂସ୍ଥା ବଲାଙ୍ଗିର ର ମିଳିତ ଆନୁକୁଲ୍ୟରେ ବିର୍ସା ମୁଣ୍ଡା ଜୟନ୍ତୀ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି ।

ଏହି ଅବସରରେ ସଞ୍ଜୀବ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ, ସମ୍ମାନିତ ଅତିଥି ରୂପେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିପ୍ର ବିଶି , ସରପଞ୍ଚ ଶକୁନ୍ତଳା ବେହେରା ପ୍ରମୁଖ ଯୋଗ ଦେଇ ବ ବିର୍ସା ମୁଣ୍ଡା ଙ୍କ ଫଟୋ ଚିତ୍ରରେ ପୁଷ୍ପ ମଲ୍ୟ ଅର୍ପଣ ସହ ତାଙ୍କ ଜୀବନୀ ଅବତାରଣା କରିଥିଲେ ।

ପରେ ବନ ସୁରକ୍ଷା ସମିତି ତରଫରୁ ଚିହ୍ନଟ ୨୦ ଜଣ ପ୍ରଶିକ୍ଷାର୍ଥଙ୍କ ପାଇଁ ଜନ ଶିକ୍ଷଣ ସଂସ୍ଥା ତରଫରୁ ତିନି ମାସିଆ ସିଲେଇ ତାଲିମ ଶିବିର ଉଦଘାଟିତ ହୋଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘମିତ୍ରା ଜେନା , ପୂର୍ଣ୍ଣଚନ୍ଦ୍ର ମିଶ୍ର , ବିଦ୍ୟାଧର ସୁନା , ତହସିଲ ବାଗ ସମେତ ମିଶନ ଶକ୍ତିର ସଦସ୍ୟା ଉପସ୍ଥିତ ଥିଲେ

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି l ଏହି ପରିପ୍ରେକ୍ଷୀରେ ଆଜି…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - September 24, 2019 0
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ ,…

ସମ୍ବାଦ ସାହିତ୍ୟ ଘର ର ଦ୍ୱିତୀୟ ବାର୍ଷିକ ଉତ୍ସବ

Posted by - August 31, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଟୁରୀ ନଦୀ ନିକଟରେ ସମ୍ବାଦ ସାହିତ୍ୟ ଘର ର ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା…

କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଠାରେ ଫୋଟୋ ଏସୋସେସେନ ଜରୁରୀ ବୈଠକ ଅନୁଷ୍ଠିତ

Posted by - October 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଫଟୋ ଏସୋସିଏସନ ର ଏକ ବୈଠକ ସ୍ଥାନୀୟ ରୟାଲ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ…