ପଡିଆବାହାଲରେ ୨୩ ରୁ ୨୯ ହେବ ଧନୁଯାତ୍ରା

44 0

ସମ୍ବଲପୁର :୧୩/୧୧ (ରମାକାନ୍ତ ବିଶ୍ବାଳ) ଚଳିତ ମାସ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପଡିଆବାହାଲରେ ହେବାକୁ ଥିବା ଧନୁଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନା ସହିତ କଂସ ମହାରାଜଙ୍କୁ ବରଣ କରାଯାଇଥିଲା । ଏଥିପାଇଁ ଏକ ଆଡମ୍ବର ପୂର୍ଣ୍ଣ ଶୋଭାଯାତ୍ରା ପଡିଆବାହାଲ ମାଁ ବୁଢ଼ିମାଉଲି ମନ୍ଦିର ଠାରୁ ବାହାରି କଂସ ମାହାରାଜଙ୍କ ବାସ ଭବନକୁ ଯାଇ ବରଣ କରାଯାଇଥିଲା ।

ଏହି ଅବସରରେ ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରହିତ୍ୟ ଓ ସନ୍ତୋଷ କାଲୋ ଓ ବାସନ୍ତି କାଲୋଙ୍କ କର୍ତ୍ତୁତ୍ୱରେ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଝସକେତନ ପ୍ରଧାନ କଂସ ଭୂମିକାରେ ଅଭିନୟ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମାଁ ବୁଢ଼ିମାଉଳି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Related Post

ସାମାଜିକସଂଗଠନର ସଫେଇ କାର୍ଯ୍ୟକ୍ରମ

Posted by - November 6, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଗତକାଲି ଦୀପାବଳୀ ଯାଇଛି । ବାଣ ଫୁଟିବାର କଟକଣା ଥିଲେ ସୁଦ୍ଧା ଲୋକମାନେ ବାଣଫୁଟାଇ ମଜା ମଧ୍ୟ ନେଇଛନ୍ତି ।ବାଣର ଅବସେଷ ରାସ୍ତା ଘାଟ ପଡିଆରେ…

ଯାଜପୁର ଟାଉନର ପୂର୍ବତନ ଥାନାଧିକାରୀ ବା ବର୍ତ୍ତମାନ ଜେନାପୁର ଥାନାର ଥାନାଧିକାରୀଙ୍କ ଅଦମ୍ୟ ବଦନ୍ୟତା

Posted by - August 30, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସ୍ତୀରା, ବାଉଁଶ ଅଣ୍ଟା ଇତ୍ୟାଦି ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଗତକାଲି ରାତିରେ ଜେନାପୁର ଥାନା…

ମାନବସେବା ପାଂଉଣ୍ଡେସନ ପକ୍ଷରୁ ରୋଗୀ ମାନଙ୍କୁ ପଂଳ ବଂଟନ

Posted by - January 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ମାନବସେବା ପାଂଉଣ୍ଡେସନ ପକ୍ଷରୁ ଇଂରାଜି ନବ ବର୍ଷ ଅବସରରେ ରୋଗୀ ମାନଙ୍କୁ ପଂଳ ବଂଟନ କରାଯାଇଛି । ପାଂଉଣ୍ଡେସନର ସଦସ୍ୟ ମାନେ ଡାକ୍ତରଖାନାର ବିଭିନ୍ନ ରୋଗୀ ମାନଙ୍କୁ ପଂଳ ବାଂଟିଥିଲେ Iପୂର୍ବରୁ ପାଂଉଣ୍ଡେସନ ପକ୍ଷରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁଃଖି ଦରିଦ୍ର ମାନଙ୍କର ସେବା କରିବାରେ ରହିଛି ସ୍ୱତନ୍ତ୍ର ପରିଚୟ ।

ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ 

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ କରାଗଲା ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତର ପୂର୍ବତନ ସରପଂଚ ଦର୍ଶନ ପତିଙ୍କ ଦ୍ୱାଦଶ କ୍ରିୟାରେ ହୋଇଥିବା ଭୋଜିରେ ବିପୁଂଳ ପରିମାଣର ଖାଦ୍ୟ ବଳି ପଡିଥିଲେ । ପରିବାର ଲୋକେ ସାମାଜିକ ଗଣମାଧ୍ୟମ ଯୋଗେ ଯାଜପୁର ଖବର କୁ ଜଣାଇଥିଲେ ।  ଯାଜପୁର ଖବର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ପାଂଉଣ୍ଡେସନ ର ମିଳିତ ଉଦ୍ୟମ କ୍ରମେ ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…