Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ଦ୍ୱତୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ

70 0

ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ) ରବିବାର ସମ୍ବଲପୁର ର ସର୍ବ ପୁରାତନ ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ୨୦୨୨-୨୩ ବର୍ଷ ର ଟିମ୍ ଇମାଜୀନ ଦ୍ୱାରା ଵର୍ଷ ର ଦ୍ୱତୀୟ ରକ୍ତ ଦାନ ଶିବିର ର ସଫଳତା ସହ ଆୟୋଜିତ ହୋଇଯାଇଛି। ଡାକ୍ତର ଅତନୁ ଠାକୁର ଙ୍କ ପ୍ରତଷ ତତ୍ତ୍ୱାବଧାନ ରେ ହୀରାକୁଦ କଲୋନୀ ସ୍ଥିତ କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ 50 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

କ୍ଲବ ର ସଭାପତି ରଣଜୀତ ସିଂ ହୁରା ଏବଂ ସଂପାଦକ ଚିନ୍ମୟ ଶତପଥିଂକ ସହିତ ରକ୍ତ ଦାନ ଶିବିର ର ଅଧ୍ୟକ୍ଷ ରୁପେ ୱାସେ ମଲ୍ଲିକ , ପ୍ରକଲ୍ପ ନିର୍ଦେଶକ ତରଣୀ ଲାଲ ପାଣିଗ୍ରାହୀ , ବରିଷ୍ଠ ଡାକ୍ତର ନାରାୟଣୀ ପଣ୍ଡା ,ସହିତ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ରକ୍ତ ଦାନ ସହିତ ଆୟୋଜନ ରେ ଆନ୍ତରିକତା ର ସହିତ ସହଯୋଗ କରିଥିଲେ।

ଏହି ଶିବିର ଆୟୋଜନ ରେ ବୁର୍ଲା ରକ୍ତ ଭଣ୍ଡାର ସଂପୁର୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରୋଟାରି କ୍ଲବ ସମ୍ବଲପୁର ସହର ତଥା ଆଖ ପାଖ ଅଂଚଳ ରେ ସମାଜ ର ମଂଗଳ ପାଇଁ ୧୯୭୦ ମସିହାରୁ ।ସଦା ସର୍ବଦା ଚେଷ୍ଟା ଆସୁଅଛି।

Related Post

ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଆରମ୍ଭ ହେଲା କୋରାନା ଟିକାକରଣ କାର୍ଯ୍ୟକ୍ରମ

Posted by - January 23, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଆଦମପୁର ଓ କମାଗଡ଼ ସେକ୍ଟରର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଥମ ଦଫାରେ କୁଞ୍ଜବିହାରୀପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରକୋରୋନା ଟିକା ପ୍ରଦାନ କରାଯାଇଛି । ଏଠାରେ ୨୫୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଦିନରେ ୧୮୨ଜଣ ଅଙ୍ଗନୱାଡ଼ିକର୍ମୀ, ଆଶାକର୍ମୀ ଓ ଅଙ୍ଗନୱାଡ଼ି ସହାୟିକା ମାନଙ୍କୁଏହି ଟିକା ଦିଆଯାଇଛିି । ଏହି ଟିକାକରଣ କାର‌୍ୟ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର, ଏବଂ ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ ।

କର୍କଟ ରୋଗ ପରାମର୍ଶ ଶିବିର

Posted by - August 24, 2021 0
ସୋନପୁର :(ଅଜିତ କୁମାର ପୂଜାରୀ)ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l…

ଲୁଇସ୍ ରୋଡ୍୍ରେ ଖୋଲିଲା ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସିଟି ସେଂଟର୍ କାର୍ଯ୍ୟରତ ଜନସାଧାରଣଙ୍କୁ ଯୋଗାଇବ ସେବା

Posted by - July 8, 2019 0
ଭୁବନେଶ୍ୱର ଜୁଲାଇ ୪, ୨୦୧୯: ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଏନ୍.ଏ.ବି.ଏଚ୍ ସ୍ୱୀକୃତିପ୍ରାପ୍ତ ମିଠୁ ତୁଲ୍୍ସୀ ଚନ୍୍ରାଇ ପରିସର ପକ୍ଷରୁ ଚିକିତ୍ସାର୍ଥୀମାନଙ୍କୁ ବ୍ୟାପକ ସେବା ଚିକିତ୍ସା ସମ୍ପର୍କିତ ଗବେଷଣା,…

ଟିଟିଲାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର

Posted by - December 12, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସ୍ଥିତ ମାଁ ଘଣ୍ଟାଶୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ମହିଳା ଶାଖା ତରଫରୁ ଏକ ରକ୍ତଦାନ ଶିବିର…

ପଇଡ଼ ପାଣି: ଏକାଥରେ ଭଲ ହୁଏ ମାତ୍ରାଧିକ ରୋଗ, ନିୟମିତ ପିଇଲେ ମିଳିବ ଏହି ସବୁ ସୁଫଳ

Posted by - January 19, 2020 270
ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ…