ରାଜ୍ୟର ପ୍ରଥମ ସନ୍ତରଣ କୋଚ ଖଟେଶ୍ୱର ପାଣ୍ଡେଙ୍କ ସୄତିରେ ସନ୍ତରଣ ପ୍ରତିଯୋଗିତା

32 0

ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ)ରାଜ୍ୟର ପ୍ରଥମ ସନ୍ତରଣ କୋଚ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ସୄତିରେ ରାଜ୍ୟ ସ୍ତରିୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡିଶା ମାଷ୍ଟର ସୁଇମର୍ସ କ୍ଳବ ସମ୍ବଲପୁର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧୦ ଗୋଟି ଜିଲ୍ଲାର ୧୭୫ ଜଣ ସନ୍ତରଣବିତ ପ୍ରତିଯୋଗି ଭାଗ ନେଇଥିଲେ ।
୨ ବର୍ଷ ବ୍ୟବଧାନ ପରେ ସମ୍ବଲପୁର ସ୍ଥିତ ଝସକେତନ ସାହୁ ସନ୍ତରଣଗାର ଠାରେ ବାଜିଲା ହୁଇସିଲ ଓ ସନ୍ତରଣବିତ ପାଣିକୁ ମାରିଲେ ଡିଆ l ଏହି ଦୄଶ୍ୟ ହେଉଛି ସମ୍ବଲପୁର ଠାରେ ଅନୁଷ୍ଠିତ ଅଲ ଓଡ଼ିଶା ଖଟେଶ୍ୱର ପାଣ୍ଡେଙ୍କ ସୄତିରେ ଅନୁଷ୍ଠିତ ପ୍ରତିଯୋଗିତାର ଦୄଶ୍ୟ l

ସମ୍ବଲପୁର ଠାରେ ମାଷ୍ଠର ସୁଇମର୍ସ କ୍ଳବ ତରଫରୁ ଓଡିଶାର ପ୍ରଥମ ସନ୍ତରଣ କୋଚଙ୍କ ସୄତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କ୍ଳବର ସଭ୍ୟମାନେ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଓଡିଶାରେ ନୂତନ ସନ୍ତରଣ କାରି ସୄଷ୍ଟି କରିବାରେ ସ୍ୱର୍ଗତ ପାଣ୍ଡେଙ୍କ ଅବଦାନର ସୄତିଚାରଣ କରିଥିଲେ l ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୧୦ ଗୋଟି ଜିଲ୍ଲାର ୧୭୫ ଜଣ ପ୍ରତିଯୋଗି ଭାଗ ନେଇଥିଲେ l

ସମ୍ବଲପୁର ରେ ଅନୁଷ୍ଠିତ ଏହି ସନ୍ତରଣ ପ୍ରତିଯୋଗିତା ମାଧ୍ୟମରେ ନୂତନ ସନ୍ତରଣ ପ୍ରତିଭା ମାନଙ୍କୁ ତାଙ୍କ ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରାଯାଉଥିବା ଆୟୋଜକ କହିଛନ୍ତି l ତେବେ ଗତ ୨ ବର୍ଷ ପରେ ଚଳିତ ବର୍ଷ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଆୟୋଜକ ଙ୍କ ସମେତ ପ୍ରତିଯୋଗି ମାନେ ମଧ୍ୟ ବେଶ ଉତ୍ସାହିତ ଥିବା ଦେଖା ଦେଇଥିଲା l ତେବେ ସନ୍ତରଣ ପ୍ରତିଯୋଗି ମାନେ ସନ୍ତରଣ ପ୍ରତିଯୋଗିତା ଆୟୋଜନ ଫଳରେ ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ମିଳିପାରିବା ସହ ସେମାନଙ୍କୁ ଏହା ବେଶ ସହାୟକ ହେଉଥିବା କହିଛନ୍ତି l ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର କୄତି ପ୍ରତିଯୋଗି ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ lସମ୍ବଲପୁର ରେ ଏହି ପ୍ରତିଯୋଗିତା ମାଧ୍ୟମରେ ସ୍ୱଗିୟ ଖଟେଶ୍ୱର ପାଣ୍ଡେଙ୍କ ଅତୁଲନିୟ ଅବଦାନ କୁ ପ୍ରଚାର କରିବା ସହ ନୂତନ ସନ୍ତରଣକାରୀ ଙ୍କ ପାଇଁ ଏହି ପ୍ରତିଯୋଗିତା ବେଶ ସହାୟକ ହେବ l

Related Post

କାମତା କୁ ପରାଜୟ କରି ସେମିଫାଇ ନାଲରେ ମାଲକାନଗିରି

Posted by - October 21, 2021 0
ତେନ୍ତୁଳିଖୁଣ୍ଟି:(ବେଣୁ ଗୋପାଳ ରାଓ )ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଷ୍ଟାଡିୟମ ଠାରେ ,୨ୟ ଦିନରେ ହୋମ ଟିମ କାମତା ବନାମ ମାଲକାନଗିରି ମଧ୍ୟରେ…

କବିରପୁର ଠାରେ ଅଶୋକ ଦାସ ମେମୋରିଆଲ ରାଜ୍ୟସ୍ତରୀୟ ପୁଂଟବଲ ଟୁର୍ଣ୍ଣାମେଂଟ୍ ଅନୁଷ୍ଠିତ

Posted by - November 26, 2019 354
ଯାଜପୁର:ଯାଜପୁର କବିରପୁର ଠାରେ ଅଶୋକ ଦାସ ମେମୋରିଆଲ ରାଜ୍ୟସ୍ତରୀୟ ପୁଂଟବଲ ଟୁର୍ଣ୍ଣାମେଂଟ୍ ଅନୁଷ୍ଠିତ ହୋଇଯାଇଛି । ପାଂଇନାଲ ମ୍ୟାଚରେ ବାରିପଦା ସ୍ପୋଟ୍ସ ହଷ୍ଟେଲ କୁ ପରାସ୍ତ କରି…

ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ କସିରା ଚାମ୍ପିୟନ,

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଫୂଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ବାର୍ଷିକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।୩ଦିନ ଧରି ଅନୁଷ୍ଠିତ…

କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ ଆୟୋଜିତ ହେବ

Posted by - August 29, 2019 463
ବନେଶ୍ୱର: କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ ଆୟୋଜିତ ହେବ। ୨୦୧୮ ପୁରୁଷ ହକି ବିଶ୍ୱକପ ପ​ରେ ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା…

ହାଟପଦା ପ୍ରିମିଅର ଲିଗ ସିଜନ ୩ ର ବିଜେତା ହେଲେ ପାୱାର ହିଟର

Posted by - January 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଜାନୁଆରୀ ତିନ ତାରିଖରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ହାଟପଦା ରୟାଲ କ୍ରିକେଟ କ୍ଳବ ତରଫରୁ ହାଟପଦା ପ୍ରୀମିଅର ଲିଗ ସିଜନ…