ନଭେମ୍ବର ୨୦ ରେ ଭାରତୀୟ ଦଳିତ ଏକାଡେମୀର ରାଜ୍ୟ ସ୍ତରୀୟ ସମାବେଶ

35 0

ସମ୍ବଲପୁର ୧୩/୧୧ (ରମାକାନ୍ତ ବିଶ୍ବାଳ) ଆଜି ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଦିନ ୧୦ ଟା ସମୟରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡିଶା
ଶାଖା ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାଲ ସିଂ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ସୁଚନା ଦେଇଛନ୍ତି ଯେ ଆସନ୍ତା ନଭେମ୍ବର ୨୦ ତାରିଖ ଦିନ ଓଡିଶା ସାଂସ୍କୃତିକ ସମାଜ ଭବନ ସମ୍ବଲପୁର ଠାରେ ଦିନ ୧୦ ଟା ସମୟରେ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହେବ ।

ଏଥିରେ ରାଜ୍ୟ ସଭାପତି ଆଇନଜୀବୀ ଦିପକ ବାଗ ସଭାପତିତ୍ୱ କରିବେ । ଭଗବାନ ଗୌତମ ବୁଦ୍ଧ, ମହାତ୍ମା ଜ୍ୟୋତିବା ଫୂଲେ, ଭାରତର ପ୍ରଥମ ନାରୀ ଶିକ୍ଷା ଦାତ୍ରୀ ସାବିତ୍ରୀ ବାଇ ଫୁଲେ ମା ଓ ଡକ୍ଟର ବିଆର ଆମ୍ବେଦକର ଙ୍କ ଜୀଵନି ଉପରେ ଆଧାରିତ ୩ ରୁ ୫ ମିନିଟ ମଧ୍ୟରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ କବିତା ପାଠୋତ୍ସବ ରେ ଦଳିତ ମାନଙ୍କ ଉଦଥାନ ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଚୟନ ପ୍ରକ୍ରିୟା ରେ ସାମିଲ କରାଇ ଆସନ୍ତା ଡିସେମ୍ବର ୧୧,୧୨ , ୨୦୨୨ ତାରିଖରେ ଦିଲ୍ଲୀରେ ରାଷ୍ଠିୟ ସ୍ତରରେ ହେବାକୁ ଥିବା ସମ୍ବିଳନୀ ରେ ସେମାନଙ୍କୁ ସମ୍ମାନିତ କରାଇବା ପାଇଁ ଚେଷ୍ଠା କରାଯିବ ।

ଯେଉଁମାନେ ଓଡିଶା ରେ ଦଳିତ ସାହିତ୍ୟ ରେ କ୍ରାନ୍ତି ଆଣୁଥିବା କର୍ମ ବିର ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ବୋଳି ଶ୍ରୀ ନିହାଲ ସିଂ ସୁଚନା ଦେଇଛନ୍ତି । ଏଣୁ ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ରେ ଯୋଗ ଦାନ କରିବା ପାଇଁ ଶ୍ରୀଯୁକ୍ତ ନିହାଲ ସିଂ ସୁଚନା ଦେଇଛନ୍ତି ।

Related Post

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Posted by - October 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲା ସଂସ୍କୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି…

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ,

Posted by - May 14, 2020 56
ଭୁବନେଶ୍ବର :ବଙ୍ଗୋପସାଗରରେ ଏକ ଟ୍ରପିକାଲ୍  ସ୍ୟକ୍ଲୋନ ନିମ୍ନ ବିକାଶରେ ମନ୍ଥର ଗତି କରୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଳବାନ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରୁ…

ବଲାଙ୍ଗିର ପାଇଁ ସୁବ୍ରତ ବାଗଚି ଦେଲେ ଅଢେଇକୋଟି

Posted by - June 5, 2020 57
ଭୁବନେଶ୍ବର :ରାଜ୍ୟ ସରକାରଙ୍କ ତରଫରୁ ବଲାଙ୍ଗିର ଜିଲାରେ କରାଯାଉଥିବା ବ୍ୟାପକ କୋଭିଡ୍‍ ନିରାକରଣ ଓ ସହାୟତା କାର୍ୟ୍ୟକ୍ରମରେ ସହଯୋଗ ସ୍ୱରୂପ ସୁବ୍ରତୋ ଓ ତାଙ୍କ ପତ୍ନୀ ତଥା…

ଖୋଲିଲା ସ୍କୁଲ: ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Posted by - February 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖୋଲିଲା ସ୍କୁଲ,ଦୀର୍ଘ ଦୁଇ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟା।ଫେବୃୟାରୀ ୭ ତାରିଖ ସୋମବାର ଥିଲା ଓଡ଼ିଶା ବାସୀଙ୍କପାଇଁ ଏକ…

ମିଶନ୍‌ ପାଟକୁରା ପାଇଁ ଗଡ଼ ଜଗିଛନ୍ତି ନେତା

Posted by - July 10, 2019 0
ଭୁବନେଶ୍ୱର:ମିଶନ୍‌ ପାଟକୁରା ପାଇଁ ଚକ୍ରବ୍ୟୁହ ରଚନା କରୁଛି ବିଜେଡି। ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ…