ତାଲୁକ୍ ଆଇନ ସେବା ସମିତି କେସିଙ୍ଗା ର ସଚେତନ ଶିବିର ଅନୁଷ୍ଠିତ

28 0

କେସିଙ୍ଗା : (ପୀତେଶ ପଟେଲ) ତାଳୁକା ଆଇନ ସଚେତନ ସମିତି ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧକ୍ଷତ ରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ସମ୍ମିଳନୀ କକ୍ଷେ ଏକ ସଚେତନ ଶିବିର ର ଆୟୋଜନ ହୋଇଥିଲା ହେଲେ ବ୍ଲକ୍ ଅଧିକାରୀ ଙ୍କ ଅସହଯୋଗ ଯୋଗୁଁ ଉକ୍ତ ସଭା ଶେଷରେ କୋର୍ଟ ପରିସର ରେ ଅନୁଷ୍ଠିତ ହୋଇ ଥିଲା ଏବଂ ମାଜିଷ୍ଟ୍ରେଟ ହୃଷୀକେଶ ଖେମୁଣ୍ଡୁ ଅଧକ୍ଷତା କରିଥିଲେ ଓ ଜାତୀୟ ଆଇନ ସେବା ଦିବସ ପାଳନ କରିଥିଲେ।

ସିରୋଲ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ମଧ୍ୟ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା । ଭିନ୍ନ ଭିନ୍ନ ସଚେତନ ଶିବିର ଅନୁଷ୍ଠିତ ହୋଇ ଉକ୍ତ ଶିବିର ରେ ସ୍ଥାନୀୟ ସରପଞ୍ଚ ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ଆଇନ ର ପରିସର ବିଷୟରେ ଆଲୋଚନା ହୋଇଥିଲା ଏଥିରେ ଆଇନଜୀବୀ ମନେ ଆଇନ ର ପରିସର ଭିତରେ ତାଲୁକ ସମିତି ର ଭୂମିକା ଉପରେ ଆଲୋକ ପତା କରି ଥିଲେ, ଏହି ଶିବିର ରେ ସ୍ଥାନୀୟ ସରପଞ୍ଚ ଉପଷ୍ଟିଥତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲ ଏହି ସମିତି ର ସଭ୍ୟ ସଭ୍ୟା ମନେ ସହୋଜୋଗ କରିଥିଲେ,ବ୍ଲକ୍ ଅଧିକାରୀ ଙ୍କ ଉକ୍ତ ବ୍ୟବହାର ପାଇଁ ଓକିଲ ସଂଘ ତୀବ୍ର ଆସୋନ୍ତୋଷ ଓ ନିନ୍ଦା ପ୍ରକାଶ କରୁଛନ୍ତି ।

 

Related Post

ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି ବଲାଙ୍ଗୀର ପଠାଇବା ଯାଏଁ ସରପଞ୍ଚ ବୀରବର ସାହୁ ଓ ଧ୍ରୁବ ସାହୁଙ୍କ ଉପସ୍ଥିତି ସହ ସେବାକାର୍ଯ୍ୟ ପାଇଁ ଅଞ୍ଚଳରେ ଚର୍ଚ୍ଚା

Posted by - August 23, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସୋମବାର ସଂଧ୍ୟାରେ ଗୋଏଲଭାଡି ଛକ ରେ ଜଣେ ବୃଦ୍ଧ ଦମ୍ପତି ଦୁର୍ଘଟଣା ଘଟି ରାସ୍ତା ଉପରେ ପଡ଼ିଥିଲେ, ବୃଦ୍ଧ ଜଣକ ଅବସ୍ଥା…

ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ

Posted by - December 7, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଗତ ସାଧାରଣ ନିର୍ବାଚନ ରେ ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫…

ଟିଟିଲାଗଡ଼ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 28, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ଶୁକ୍ରବାର ଦିନ ସ୍ଥାନୀୟ ଧବଳେଶ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ , ପୋଲିସ ଡାକ୍ତରଖାନାରେ ପହଂଚି ଅଧିକ ଅନୁସନ୍ଧାନ କରୁଛି

Posted by - October 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଏପରି ଅଘଟଣ…