ଟିଟିଲାଗଡ ରଘୁନାଥପଡ଼ା ରାଧାକୃଷ୍ଣ ମନ୍ଦିରରେ ଦେବ ଦୀପାବଳୀ ଉତ୍ସବ ପାଳିତ

155 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଦିପାବଳୀର ଚଉଦ ଦିନକୁ ଚଉଦସ କୁହାଯାଏ, ଏହି ଦିନକୁ ଦେବ ଦୀପାବଳୀ ରୂପେ ପାଳନ କରନ୍ତି ମାରୱାଡ଼ି ସଂପ୍ରଦାୟର ଲୋକମାନେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିରରେ ଦେବ ଦୀପାବଳୀ ଉତ୍ସବ ପାଳନ କରାଯାଇଛି। ସନ୍ଧ୍ୟାରେ ମହିଳା ମାନେ ନିଜେ ନିଜେ ନିଜର ଦୀପ ଧରି ମନ୍ଦିରକୁ ଆସିବା ପରେ ଏକା ସଙ୍ଗେ ଦ୍ଵୀପ ପ୍ରଜ୍ଜ୍ୱଳନ କରି ନିଜର ପରିବାରର ମଙ୍ଗଳ କାମନା କରିଥିଲେ।

ସେମାନଙ୍କ କହିବାନୁଯାୟୀ ଏହି ଦେବ ଦୀପାବଳୀ ଦିନ ଦୀପ ଜାଳିଲେ ଘରକୁ ମା ଲକ୍ଷ୍ମୀ ଆସିବା ସହ ଧନର ଅଭାବ ରୁହେ ନାହିଁ। ଏହି ଅବସରରେ ମହିଳା ମାନେ ଦୀପ ଜାଳି ଦିପର ଚାରିପଟେ ପରିକ୍ରମଣ କରି ଭଜନ ଗାଇ ଥିଲେ। ଏହି ଉତ୍ସବ ପାଳନ କରିବାକୁ ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିର କମିଟିର ମହିଳା ସଦସ୍ୟ, ଆଖ ପାଖର ମହିଳା ମାନେ ସାମିଲ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀକାନ୍ତ ଅଗ୍ରୱାଲ ଓ ପୂଜକ ଉପସ୍ଥିତ ଥିଲେ।

Related Post

ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଜିଲ୍ଳା ର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ…

ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ

Posted by - October 12, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମୀଳନି କକ୍ଷରେ ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲାପାଳ ଚକ୍ରବତି ସଂ ରାଠୋର  ମୁଖ୍ୟଅତିଥିଭାବେ…

ଯାଜପୁରରେ ଥିବା ବଲ୍ଲଭିଘାଟ ପୋଲ ଦବିବା ପଂଳରେ ଲୋକେ ଭୟଭିତ

Posted by - March 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୋଲ ଦବିବା ପଂଳରେ ଲୋକେ ଭୟଭିତ । ଯାତାୟତ ବାଧାପ୍ରାପ୍ତ । ଯାଜପୁର ଜିଲା ସୀମାନ୍ତ ମଣିନାଥପୁର ନିକଟସ୍ଥ ବଲ୍ଲଭି ପୋଲର ମଝି ଭାଗରେ…

ରାଜ୍ୟ ସରକାର  ଶିଳ୍ପାଂଚଳ ଲକ ଡାଉନ ଅନ୍ତର୍ଭୁକ୍ତ କରିବାକୁ ଦାବି

Posted by - March 22, 2020 159
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରନାକୁ ଦେଶରେ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୨ରିଖ ଠାରୁ ୨୯ ରିଖ ପର୍ଯ୍ୟନ୍ତ ସକାଳ…