Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର

171 0

ଧର୍ମଗଡ଼: :୫/୧୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଞ୍ଚଳ ରେ ଦାଦନ ସମସ୍ୟା ଲାଗି ରହିଛି । ପେଟ ଚାଖଣ୍ଡକ ପାଇଁ ଶ୍ରମିକ ମାନେ ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ କେତେକ ଙ୍କ ଜୀବନ ଚାଳି ଯାଉଥିବା ବେଳେ କେତେକ ନିର୍ଯାତନାର ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଛନ୍ତି ଗ୍ରାମାଞ୍ଚଳ ର ଯୈନିକ ସମାଜ ସେବୀ ରୁକଚନ ମାଝୀ ।

ସେ ନିଜ ଗାଁ ଵୋକ୍ରାସିଳ ଠାରୁ ହାତରେ ଏକ ଜାତୀୟ ପତାକା ଧରି ଧର୍ମଗତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପ୍ରାୟ ୨୧ କିମି ରାସ୍ତା ଚାଳି ଚାଳି ଅତିକ୍ରମ କରି ପହଞ୍ଚି ଥିଳେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସେ ଉପଜିଲ୍ଲାପାଳ ଵେଦଭୂଷଣ ଙ୍କୁ ପ୍ରଦାନ କରିଥିଲେ। ଦାଦନ ଶ୍ରମିକ ସମସ୍ୟା କୁ କିପରି ରୋକାଯାଇ ଦିଆଯିବ ଏବଂ ଶ୍ରମିକ ଙ୍କ ପାଇଁ ହୋଉଥିବା ଯୋଜନା କାର୍ଯ୍ୟକାରୀ ପାଇଁ ଅଧିକାରୀ ମାନେ ଆନ୍ତରିକ ତା ସହ ଉଦ୍ୟମ କରିବେ ସେ ଉପରେ ସେ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ସେ ପଦଯାତ୍ରା କରୁଥିବା ସମୟରେ ଭାଜପା ନେତା ଲକ୍ଷ୍ମୀ କାନ୍ତ ଵାଗ ଜନ୍ମେଜୟ ନାଏକ ବିଜୟ ଦେଵ ସାହୁ । ୱଵମିଡିଆ ସଙ୍ଗ ଓ ଗ୍ରାମ ଗ୍ରାମ ରେ ଏବଂ ରାସ୍ତା ରାସ୍ତା ରେ ବିଭିନ୍ନ ସଙ୍ଗଠନ ମାନେ ସମ୍ବର୍ଧନା ଦେଇଥିଲେ ।

Related Post

ସମ୍ବଲପୁରୀ HUB ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

Posted by - August 3, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ )ସମ୍ବଲପୁରୀ ଡିଜାଇନ କୁ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁରି HUB ଅନୁଷ୍ଠାନ ତରଫରୁ ସମ୍ବଲପୁରୀ…

ଜେଲରେ ବିଚାରାଧିନ କଏଦିଙ୍କ ସନ୍ଦେହଜନକ ମ୍ରୁତ୍ୟୁ : ଜେଲ କର୍ତ୍ତୁପକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ପରିବାର ଲୋକେ

Posted by - August 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା କାରାଗାରରେ ଜଣେ ବିଚାରାଧିନ କଏଦିଙ୍କ ମ୍ରୁତ୍ୟୁ ହେବାପରେ ସ୍ଥାନିୟ ଦାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା…

ନିର୍ବାଚନ କଟକଣା ପରେ ରାସ୍ତାରୁ ହଟିଲା ବେନର ପୋଷ୍ଟର

Posted by - January 14, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।…

୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ ଦାସ।

Posted by - October 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସରକାର ଯେତେ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି, ସବୁ କାର୍ଯ୍ୟରେ ପିସି କାରବାର ତଥା ଲାଞ୍ଚ ନ ଦେଲେ ଫାଇଲ ଆଗକୁ ବଢେ ନାହିଁ,…

କାର୍ଯ୍ୟରତ ବୀର ଯବାନଙ୍କ ଦେହାନ୍ତ,ଯବାନ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ ରାଲି

Posted by - September 13, 2020 0
ନୀଳଗିରି:(ସୌମ୍ୟସାଇ ବାରିକ)ନୀଳଗିରି ବ୍ଳକ, କାଠପାଳ ଗାଁ ର ଘଟଣା। ଦେଶ ଜଣେ କାର୍ଯ୍ୟରତ ବୀର ଯବାନ ଙ୍କୁ ହରାଇଛି।ସମଗ୍ର ନୀଳଗିରି ରେ ଶୋକାକୁଳ ପରିବେଶ। ସୁଚନା ରୁ…