ବାଣିଜ୍ୟ ମେଳା ପରିଦର୍ଶନ କଲେ ନାବାର୍ଡ ର ଡିଡିଏମ

63 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୁସୁମା ନିକଟରେ ଚାଲିଥିବା ବିରଜା ଶ୍ରୀ ବାଣିଜ୍ୟ ମେଳା ପରିଦର୍ଶନ କଲେ ନାବାର୍ଡ ର ଡିଡିଏମ । ସେ ଏହି ପରିଦର୍ଶନ କରି ମହିଳା ମାନଙ୍କୁ ଦିଆଯାଇଥିବା ସହାୟତା ଓ ସହଯୋଗ ଫଳରେ ଏଠାରେ ଭଲ ବ୍ୟବସାୟ କରିବାକୁ ସକ୍ଷମ ହୋଇଛନ୍ତି।

ନାବାର୍ଡ ଯାଜପୁର ଶାଖା ପକ୍ଷରୁ ବାଣିଜ୍ୟ ମେଳାରେ ଭାଗ ନେଇଥିବା କୁଶଳୀଅଣକୁଶଳି ଏବଂ ଏସ ଏସ ଜି ଗ୍ରୁପ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା  କରାଯାଇଛି। ପୂର୍ବରୁ ନବାର୍ଡ ସହାୟତାରେ ଅନେକ କୁଶଳୀ।

ମେଳାରେ ନବାର୍ଡ ପକ୍ଷରୁ ସେମାନଙ୍କ ଜିନିଷର ପଦର୍ଶନୀ ସହ ବିକ୍ରିର ସୁଯୋଗ ସୃଷ୍ଟି କରାଯାଇଛି । ଯାହାକୁ ନେଇ ଉଭୟ ନବାର୍ଡର ସହ ଉପ ନିର୍ଦେଶକ ସୁବ୍ରତ କୁମାର ସାହୁ ଏବଂ ବିକ୍ରେତା ଖୁସୀ ବ୍ୟକ୍ତ କରିଛନ୍ତି ।

ସୁବ୍ରତ କୁମାର ସାହୁ, ନାବାର୍ଡ ର ଡିଡିଏମ

        

Related Post

ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକି ପାଳନ

Posted by - April 18, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ପୁରୁଣା ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ…

ମମିତା ମେହେର ହତ୍ୟାକାଣ୍ଡ ଡିଆଇଜି ପ୍ରେସମିଟ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ଯାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୋଲିସ | ଏନେଇ ଆଜି ପୋଲିସ ଉପରେ ହେଉଥିବା…

ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ଉପରେ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

Posted by - December 24, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଜିରୋ ନାଇଟ ଏବଂ ନୂତନ ବର୍ଷ ପାଳନ ନିମନ୍ତେ ପ୍ରବଳ ଜନସମାଗମକୁ ଲକ୍ଷ କରି ଜିଲ୍ଲା ପ୍ରଶାସନ ନୂତନ ଗାଇଡ଼ ଲାଇନ ଜାରି…

ବୃଦ୍ଧି ପାଉଛି କ୍ରସର ବିରୋଧି ଆନ୍ଦୋଳନ, ରାସ୍ତା ଖୋଳିଲେ ମହିଳା

Posted by - July 23, 2021 0
ବୌଦ୍ଧ୨୧/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ କ୍ରସର ବିରୋଧି ଆନ୍ଦୋଳନ ଦିନକୁଦିନ ବୃଦ୍ଧି ପାଉଛି । ଖରଭୁଇଁ ଗାଁ ଲୋକଙ୍କ କ୍ରସର…

ହରଭଙ୍ଗାରେ ଜମୁଛି ପଂଚାୟତ ନିର୍ବାଚନ ପ୍ରଚାର

Posted by - February 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ସବୁଠି ସରଗରମ ହୋଇ ଉଠିଲାଣି । ହରଭଙ୍ଗା ବ୍ଲକ ସମେତ ସମଗ୍ର ବୌଦ୍ଧ ଜିଲ୍ଲାର ରାଜନୈତିକ ବାତାବରଣ ବିଭିନ୍ନ…