Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା।୮ଦିନ ଧରି ଚାଲିବ।ଷ୍ଟଲରେ ପଲିଥିନ ମନା।।।।।ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ପାଳି, ଉଚ୍ଛେଦ ପୂର୍ବରୁ ଆରମ୍ଭ ହେଲା ମାପଚୁପ।।।।ଭୁବନେଶ୍ୱରକୁ ଆର୍ମି ପରୀକ୍ଷା ପାଇଁ ଆସିଥିବା ଅଣଓଡ଼ିଆ ପରୀକ୍ଷାର୍ଥୀମାନେ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟକୁ ଜବରଦସ୍ତ ଧସେଇ ପଶିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି । ଷ୍ଟେସନରେ ଲାଠିମାଡ।।।।।।୨୦ ବର୍ଷ ଶାସନ ପରେ ସରକାରଙ୍କର 5T ମନେପଡ଼ିଲା, ଏହି ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ?: ଅପରାଜିତା ।।।।। ଓଡ଼ିଶାରେ ବଢିଛି ଆତଙ୍କବାଦୀଙ୍କ ଗତିବିଧି , ୫ଟି ରେଳ ଷ୍ଟେସନର ସୁରକ୍ଷା ବଢିବ।।।।।ହାପି ବାର୍ଥ ଡେ, ନବୀନଙ୍କୁ ଚାଲିଲା ୭୪,ଫୋନି ପାଇଁ ପାଳିବେନି ଜନ୍ମଦିନ।।।।।ବିହାରୀ ଯୁବକଙ୍କ ଉତ୍ପାତ, ଆଇଜି ପାର୍କରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ପ୍ରତିବାଦ କରିବାରୁ ପିଟିଲେ, ଉଠାଇ ନେଲା ପିସିଆର ଭ୍ୟାନ୍।।।।।।ରାଉରକେଲା:ଟିକ୍‌ଟକ୍‌ ଭିଡିଓ ପାଇଁ ଦୁଇ ମହଲାରୁ ଖସିପଡ଼ି ଯୁବକ ଗୁରୁତର। ।।।।ଭୁବନେଶ୍ୱର:ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଆଇଆଇସି ସସ୍‌ପେଣ୍ଡ୍। ,୨୧ଟି ପ୍ରମୁଖ ବଡ ରାଜ୍ୟରୁ ଓଡିଶାର ସ୍ଥାନ ତଳଆଡୁ ତୃତୀୟ ,୫୭ % ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି: ବିଜେପି। ,ପାଲଘର – ମହାରାଷ୍ଟ୍ରର ପାଲଘରରେ ଏକ କୋଠାଘର ଭୁଶୁଡି ପଡିଛି । ଏକ ୪ ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡିଛି। ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି ।

245 0
Facebook Notice for EU! You need to login to view and post FB Comments!

Related Post

ମର୍ଡର୍ ମିଷ୍ଟ୍ରି :ରାଜ୍ୟ ମହିଳା କମିଶନ ଙ୍କ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଗସ୍ତ।ବଲାଙ୍ଗିର SP ଙ୍କ ସହ ଆଲୋଚନା ପରେ ତୁରେକେଲା ବ୍ଲକ ଝରଣୀ ଗାଁ Mamita ଙ୍କ ଘରେ ପହଞ୍ଚି ପରିବାର ବର୍ଗ ଙ୍କୁ ଆଶ୍ୱାସନା

Posted by - October 23, 2021 0
ମର୍ଡର୍ ମିଷ୍ଟ୍ରି :ରାଜ୍ୟ ମହିଳା କମିଶନ ଙ୍କ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଗସ୍ତ।ବଲାଙ୍ଗିର SP ଙ୍କ ସହ ଆଲୋଚନା ପରେ ତୁରେକେଲା ବ୍ଲକ ଝରଣୀ ଗାଁ…

Leave a comment

Your email address will not be published.