ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

135 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି 2022 କାର୍ଯ୍ୟକ୍ରମ ଶୁକ୍ରବାର ଦିନ ବିଜେପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ହୃଷୀକେଶ ବାଗ ମୁଖ୍ୟ ଅତିଥି ଏବଂ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ l ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଓ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ ମେହେରଙ୍କ ସହିତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଭାଗ ନେଇଥିବା ଛାତ୍ରଛାତ୍ରୀ ଏବଂ ଗାଇଡ୍ ଶିକ୍ଷକ ଉପସ୍ଥିତ ଥିଲେ l

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଆଦେଶ ଅନୁଯାୟୀ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରିବା ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ବିଭିନ୍ନ ପ୍ରକାର ବାର୍ତ୍ତା ଦେଇଥିଲେ l

Related Post

ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ ପାଳିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଝାଂରପୁର ବ୍ଳକ ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ…

ମହମ୍ମଦ ରଫି ସଙ୍ଗୀତ ସଂଧ୍ୟା

Posted by - August 17, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ)ସାରା ଦେଶରେ ତାଙ୍କର ମଧୁର ସ୍ୱର ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରି ପାରିଥିବା ପ୍ରସିଦ୍ଧ ଗାୟକ ସ୍ତ୍ରର୍ଗତ ମହମ୍ମଦ ରଫି ଙ୍କୁ…

ରଘୁନାଥପୁର ଗ୍ରାମରେ ଦୋଳ ମହୋତ୍ସବ ପାଳିତ

Posted by - March 21, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ବର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଗତ ତିନି ଦିନ ହେବ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ରେ ଯାତ୍ରା ଖିଲାଡି ପାର୍ବତୀ ଗଣନାଟ୍ୟ…

ହରଭଙ୍ଗା ବ୍ଳକରେ କଳାକାର ଭତା ପାଇଁ ସାମର୍ଥ୍ୟ ପରିକ୍ଷ୍ୟା ଅନୁଷ୍ଠିତ

Posted by - December 19, 2021 0
ବୌଦ୍ଧ: ୧୮/୧୨ ::(ଚିତ୍ତରଞ୍ଜନ ସିଂ ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ…

ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ

Posted by - April 30, 2020 0
ଅଭିନେତା ଋଷି କପୁରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଶୋକ ପ୍ରକାଶ କରି କହିଛନ୍ତି,‘ ଋଷିଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ବଡ଼ କ୍ଷତି।’ Saddened…