Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଟିଟିଲାଗଡ଼ ୟସ ହୋଟେଲ ସମ୍ମିଳନୀ କକ୍ଷରେ ବିଜେପି ନଗର ମଣ୍ଡଳ ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖଙ୍କ ବୈଠକ ଅନୁଷ୍ଠିତ

200 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପି ବୁଥ ସ୍ତରରୁ କର୍ମକର୍ତ୍ତାଙ୍କୁ ନେଇ ବୁଥ ମଜବୁତ ତଥା ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ବୈଠକ ଅନୁଷ୍ଠିତ ହେଉଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ତରଫରୁ ସ୍ଥାନୀୟ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ସଭାପତିତ୍ବରେ ଏହି ବୈଠକ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ବରିଷ୍ଠ ନେତା ମହେନ୍ଦ୍ର ଠାକୁର, ଆଶିଷ ସାହୁ, ଜୟରାଜ ସାହୁ, ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଆଲୋକ ନାଏକ, ଯୁବ ନେତା ନରସିଂହ ସିଂ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନବିନ ଜୈନ, ୪୧ ଜଣ ସଦସ୍ୟଙ୍କୁ ନେଇ ଏକ ଶକ୍ତିକେନ୍ଦ୍ର ପ୍ରସ୍ତୁତ କରି ଲୋକଙ୍କ ପାଇଁ କାମ କରିବାକୁ ମତ ପ୍ରକାଶ କରିଥିଲେ ଉପସ୍ଥିତ ନେତୃତ୍ବବୃନ୍ଦ।

ଏହି ଅବସରରେ ବିଜେପିର ସାଂସଦ ପ୍ରତିନିଧି ଗୋଲାପ ସୋନି,ରାଜୁ ଅଗ୍ରୱାଲ, ଅଶୋକ ଭୋଇ, ଲିଙ୍ଗରାଜ ନାୟକ, ସଞ୍ଜୟ ତ୍ରିପାଠୀ, ବନମାଳୀ ବେହେରା,। ଏହି ବୈଠକରେ ଛ ଜଣ ଶକ୍ତି କେନ୍ଦ୍ର ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ ୧- ନବିନ ଜୈନ, ୨- ଲିଙ୍ଗରାଜ ନାୟକ, ୩-ଆଲୋକ ନାଏକ, ୪- ଚିନ୍ତାମଣି ସାହୁ, ୫-ସଞ୍ଜୟ ତ୍ରିପାଠୀ,୬- ଆଶିଷ ସାହୁ ।ଶେଷରେ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଅରବିନ୍ଦ ପାଣିଗ୍ରାହୀ ।

Related Post

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ୨ ଜଣ ଗିରଫ

Posted by - March 21, 2021 0
ରାଇରଙ୍ଗପୁର୨୦।୩: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ…

ଖପ୍ରାଖୋଲ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ରୂପେ ଗୁଣମଣି ଭୋଇ ନିର୍ବାଚିତ

Posted by - July 14, 2022 0
ଖପ୍ରାଖୋଲ: ୧୪/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟଳୟ ଠାରେ ସଭାପତି ପଦବୀ ପାଇଁ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି…

ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ସଂଘର୍ଷ କମିଟି ବୈଠକ

Posted by - August 22, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ବଲାଙ୍ଗୀର- ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବଲାଙ୍ଗୀର ଜିଲ୍ଲାର ସଦସ୍ୟ, ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ…

ଅଗ୍ନିଶମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଠାରେ ମକଡ୍ରିଲ ପ୍ରଦର୍ଶନ

Posted by - June 20, 2022 0
ଥୁଆମୂଳ ରାମପୁର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥୁଆମୂଳ ରାମପୁର ଅଗ୍ନିଶମ…