ଅଁଳାଗୁଡା ଗ୍ରାମ ସ୍ଵତନ୍ତ୍ର ରାଜସ୍ବ ଗ୍ରାମ ଭାବେ ଘୋଷିତ

53 0

ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମକୁ ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ ଗ୍ରାମ ଘୋଷଣା କରାଯାଇଛି। ଏହି ଅବସରରେ କୋକସରା ତହସିଲଦାର ରାକେଶ ପାରୁଆ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, କୋକସରା ରାଜସ୍ୱ ନିରୀକ୍ଷକ ଝାଂଶି ରାଣୀ ଦିଶାରୀ ଉପସ୍ଥିତ ରହି ଅଁଳାଗୁଡା ଗ୍ରାମବାସୀ ଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାର ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା କରିଥିବା ନେଇ ଗ୍ରାମବାସୀ ଙ୍କୁ ସୁଚନା ଦେଇଥିଲେ।

Related Post

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ୩ ଡାକ୍ତର ଆସିଲେ, ଆସିବାର ମାସେ ନ ପୁରୁଣୁ ଜଣେ ବଦଳି ଜଣେ ଛୁଟି ନ ନେ଼ଇ ପଳେଇଲେ

Posted by - October 20, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ପଦବି ପୂରଣ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା…

ସାହିତ୍ୟ ପରିବାର ପକ୍ଷରୁ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସଵ ଅନୁଷ୍ଠିତ

Posted by - May 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିରଜା ମହିଳା ମହାବିଦ୍ୟାଳୟ ଠାରେ ସାହିତ୍ୟ ସଂଗଠନ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ସାରସ୍ୱତ ସମାରୋହ ଓ…

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - May 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା…

ବାଲିକୁଟି ପଞ୍ଚାୟତ ସଭାଗୃହରେ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - December 13, 2021 0
ବାଲେଶ୍ଵର: ସରକାର ବେକାରୀ ଯୁବକ ଯୁବତୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାର…

କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ

Posted by - March 21, 2021 0
କୋରାପୁଟ : କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…