ଫେସବୁକ ପୋଷ୍ଟକୁ ନେଇ ଯାଜପୁର ଥାନାର ଦ୍ୱାରସ୍ଥ ହେଲେ ଯାଜପୁର ମୁସଲମାନ ସଂପ୍ରଦାୟ

352 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଫେସବୁକ ପୋଷ୍ଟକୁ ନେଇ ଯାଜପୁର ଥାନାର ଦ୍ୱାରସ୍ଥ ହେଲେ ଯାଜପୁର ମୁସଲମାନ ସଂପ୍ରଦାୟ । ମହାପୁରୁଷ ହଜରତ ପ୍ରଫେଟ ମହମ୍ମଦଙ୍କ ବିଷୟରେ  କିଛି ଅସାମାଜିକ ବ୍ୟକ୍ତି ବାରମ୍ବାର ଅଶ୍ଳିଳ ଭାଷାରେ ଫେସବୁକ୍ ପେଜେରେ ପୋଷ୍ଟ କରିଛନ୍ତି।

ଏଭଳି ଖଳ ପ୍ରକୃତି ଲୋକଙ୍କ ମୁସଲମାନ ସମ୍ପ୍ରଦାୟ ପ୍ରତି ଆକ୍ଷେପ ଯୋଗୁ ଯାଜପୁର ସହରର ଭାଇଚାରା ନଷ୍ଟ ହେଉଛି । ଏଭଳି କାର୍ଯ୍ୟ ଯୋଗୁ ମୁସଲମାନ ମାନଙ୍କ ଭାବା ବେଗକୁ ଆଘାତ ହୋଇଛି । ତେଣୁ ଏଭଳି ମନ୍ତବ୍ୟ ଦେଇଥିବା ସାମାଜିକ ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଆଜି ଯାଜପୁରର ମୁସଲମାନ୍ ସଂପ୍ରଦାୟର ଲୋକେ ଯାଜପୁର ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଏଠାରେ ଭିଡିଓ ଦେଖନ୍ତୁ 

 

Related Post

ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଗଣେଶ ପୂଜାରୁ ଆରମ୍ଭ,ଆଧାର ଲିଙ୍କ୍‌କୁ ନେଇ ବିବାଦ

Posted by - September 3, 2019 510
ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ…

ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ

Posted by - July 12, 2021 0
ଭୁବନେଶ୍ବର: ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ…

ଦ୍ଵିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ଓଡିଶାରେ ୪୫.୧୮ ପ୍ରତିଶତ ମତଦାନ

Posted by - April 18, 2019 0
ଭୁବନେଶ୍ବର ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ଓଡିଶାରେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ…

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…