Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମାଗଣା ଦୃଷ୍ଟି ପରିକ୍ଷା ଶିବିର

55 0

ସୋନପୁର : (ଅଜିତ କୁମାର ପୁଜାହାରୀ)  ସତ୍ୟସାଇ ସେବା ସମିତି ସୋନପୁର ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀର ମହାରାଜପୁର ପଣ୍ଡାପାଲି ମିଳିତ ଆନୁକୂଲ୍ୟରେ ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l ସାଇ ସେବା ମମିତି ରେ ଆୟୋଜିତ ଏହି ଶିବିର ରେ ଶତାଧିକ ମହିଳା, ପୁରୁଷ, ଛାତ୍ର ଓ ଛାତ୍ରୀ ନିଜ ନିଜର ଦୃଷ୍ଟି ପରୀକ୍ଷା କରି ଲାଭବାନ ହୋଇ ପାରିଛନ୍ତି l ଏହି ଶିବିର ଆୟୋଜନ କରାଯାଇ ଥିବାରୁ ବିଭିନ୍ନ ମହଲ ରୁ ସାଧୁବାଦ ଦିଆଯାଇଛି l

 

Related Post

ବାରଙ୍ଗ ରେ ବଜ୍ର ପାତ, ଜଣେ ଗୁରତର

Posted by - July 4, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ବାରଙ୍ଗ ରେ ବଜ୍ରପାତଜଣେ ଗୁରତର। ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ନିକଟସ୍ଥ ପାହାଡ଼ ଉପରେ ଥିବା ଏକ ଘରେ ବଜ୍ରପାତ୍ର ଘଟି ଜଣେ…

ବାରାହା ପଲ ଉଜାଡ଼ିଲେ ଧାନ ଫସଲ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସମ୍ବଲ ପୁର ଗ୍ରାମ ନିକଟରେ ଥିବା କୁଚିଲା ଖାଈ ଜଙ୍ଗଲ ରୁ ଦିନ କୁ ଦିନ ସମ୍ବଲ ପୁର ଗ୍ରାମ…

ସପେଂଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Posted by - October 30, 2022 0
ଯାଜପୁର:ଯାଜପୁର ପୁରୁଣା ବସଷ୍ଟାଣ୍ଡର ଲକ୍ଷ୍ମୀନାରାୟଣ ପୂଜା କମିଟି ପକ୍ଷରୁ ସପେଂଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ଯାଜପୁର ପୌରପାଳିକା ଉପାଧକ୍ଷ ସନ୍ତୋଷ ମଲ୍ଲିକ ଏହାକୁ ଉଦଘାଟନ କରିଥିଲେ । ପୂଜା କମିଟିର ସଂପାଦକ ପଂଚାନନ ସନ୍ଧିବିଗ୍ରହ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସପେଂଇ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ସହିତ ପୂଜା କରିବା ସହିତ ସପେଂଇକୁ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି:

ଖପ୍ରାଖୋଲରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Posted by - August 25, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ…

ଝସକେତନ ବଘାର ନୂତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲ ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ…