ଧଣ୍ଡାମୁଣ୍ଡାରେ ମଣ୍ଟୁ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ , ୨-୧ ଗୋଲ ରେ ଖପ୍ରାଖୋଲ ଦଳ ଚାମ୍ପିଅନ

59 0

ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା)  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ହାଇସ୍କୁଲ ଖେଳ ପଡିଆ ଠାରେ ମଣ୍ଟୁ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ଧଣ୍ଡାମୁଣ୍ଡା ଓ ଖପ୍ରାଖୋଲ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା। ସଂଘର୍ଷ ପୂର୍ଣ୍ଣ ଖେଳରେ ଧଣ୍ଡାମୁଣ୍ଡା ଦଳ ଠାରୁ ଖପ୍ରାଖୋଲ ଦଳ ୨-୧ ଗୋଲ ରେ ବିଜୟୀ ହୋଇଥିଲେ। ଖେଲଟିକୁ ଆମ୍ପେୟାର ରୂପେ ସମ୍ଭୁଦତ୍ତ ମିଶ୍ର ପରିଚାଳନା କରିଥିବାବେଳେ ସୁରୁକୁନୁ ସାହୁ, ତରୁଣ ସାହୁ ଲାଇନ ମ୍ୟାନ ଭାବେ ସହାୟତା କରିଥିଲେ।

ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ରେ ଡି ଡି ସି ସଭାପତି ଦେବକାନ୍ତ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ସରପଞ୍ଚ ବୈଦ୍ୟନାଥ ମିଶ୍ର ପ୍ରମୁଖ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ତିନି ହଜାର ଓ ରନର୍ଷ ଅପ ଦଳକୁ ଟ୍ରଫି ସହ ନଗଦ ଦୁଇ ହଜାର ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ଷୀରୋଦ ଭୋଇ, ବେଦବର ବରିହା, ଅଭିଳାଷ ରାଉତ ସମେତ ଡି ଡି ସି ର କର୍ମକର୍ତ୍ତା ସହଯୋଗ କରିଥିଲେ। ଟର୍ଣ୍ଣମେଣ୍ଟ ରେ ଅଞ୍ଚଳର ଆଠ ଟି ଦଳ ଭାଗନେଇଥିଲେ।

Related Post

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ,

Posted by - September 9, 2019 0
କେନ୍ଦୁଝର,୮/୯କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ…

କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଆୟୋଜିତ

Posted by - August 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ସ୍ଥିତ ଗୋବର୍ଦ୍ଧନ ପାହାଡରେ ବିଶିଷ୍ଟ ଗୋସେବିକା ତାରକାନ୍ତି ପଟେଲଙ୍କ ଦ୍ୱାରା ଗୋମୟରେ ଏକ ବୃହତ ରାକ୍ଷୀ…

ଆମପାଣି ଘାଟି ରାସ୍ତାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା , ୩ ଗୁରୁତର ୫ ଆହତ

Posted by - August 19, 2022 0
ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିର ଖଡକା ନିକଟରେ ଏକ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ସମ୍ବଲପୁରୀ ଭାଷାକୁ ଗୁରୁତ୍ଵ ଦେଇ ଲେଖା ଲେଖି କରିବାକୁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଆହ୍ଵାନ

Posted by - December 6, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଅଖିଳ ଭାରତ ଆଘରିଆ ସମାଜ ର ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଏହାର ସଭାପତି ବନମାଳୀ ନାୟକ ଙ୍କ ସଭାପତିତ୍ବରେ ଗୁଣ୍ଡୁରୁ ଚୁଆଁ ସ୍ଥିତ…

ଥୁଆମୂଳ ରାମପୁରରେ କାଳବୈଶାଖି, ଉଡିଲା ଆଜବେଷ୍ଟସ ,ଅସହାୟ ଅବସ୍ଥାରେ ୧୦ ଗୋଟି ପରିବାର

Posted by - June 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମରେ ରବିବାର କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି।କାଳବୈଶାଖି ଯୋଗୁଁ…