ସକାଳ ପାଇଲେ ମା ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା,କାଦୁଅ ପଚପଚ ହେଇଚି ରାସ୍ତା,ପ୍ରଶାସନର ଦୃଷ୍ଟି ପଡୁ

440 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଆସନ୍ତା କାଲି ସୋମବାର ହେଉଛି ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାଶୁଣିଙ୍କ ନବମି ଯାତ୍ରା, ରବିବାର ସନ୍ଧ୍ୟା ସମୟରେ ଟିକିଏ ବର୍ଷାରେ ହାଟପଦା ପୁରୁଣା ରେଳ ଫାଟକ ଏବଂ ଦୈନଦିନ ବଜାର ରାସ୍ତା ଖାସ କରି ପଣ୍ଡା ଜଳଖିଆ ହୋଟେଲ ସମ୍ମୁଖରେ ଯେତେ ଅଳିଆ ଅସନା ପାଣି ବିଚ ରାସ୍ତାରେ ଜମା ହୋଇଛି, ଏହି ରାସ୍ତା ସଦାବେଳେ ବର୍ଷା ହେଲେ ଅସନା ପାଣି ପାଇଁ ତଥା ମନ୍ଦିର ଆଡ଼କୁ ଯିବାଆସିବା କରିବା ପାଇଁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଖାସ କରି ରାସ୍ତା କଡରେ ବିକୁଥିବା ପନିପରିବା ବିକାଳି, ସକାଳ ପାଇଲେ ହଜାର ହଜାର ଲୋକଙ୍କ ଜନ ସମାଗମ ହେବ ଏହି ନବମୀ ଯାତ୍ରା ଦେଖିବା ପାଇଁ, ଟିଟିଲାଗଡ଼ ସହର ଏବଂ ଆଖ ପାଖ ଅଞ୍ଚଳରୁ ବହୁତ ଭକ୍ତ ନିଜ ପରିବାର ବର୍ଗଙ୍କ ସହ ଦର୍ଶନ ପାଇଁ ଏହି କାଦୁଅ ପଚପଚ ରାସ୍ତା ଦେଇ ଯିବା ଆସିବା କରିବେ, ଏହା କଣ ସହରର ସ୍ବଚ୍ଛତାକୁ ପଦାରେ ପକାଇବନି ? ସ୍ବଚ୍ଛତା ଅଭିଯାନର ଅସଲ ଚିତ୍ର ନହେଲେ ଲୋକ ଦେଖିବେ ,ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ଏହାର ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି।

Related Post

ମହାନଦୀ ଫୁଲୁଚି,ପାଣି ଘେରରେ ମାରଡା ଗାଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ବାସୀ ,ଚାଷ ଜମି ଜଳମଗ୍ନ

Posted by - September 14, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ଲଘୁଚାପ ଜନିତ ଲଗାଣ ବର୍ଷର ପ୍ରକୋପ ଦେଖିବାକୁ ମିଳିଛି।ଲଗାଣ ବର୍ଷା ଫଳରେ ହରଭଙ୍ଗା ଦେଇ ପ୍ରବାହିତ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।,ନଦୀ ଏବେ କୁଲଖାଇ…

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ…

ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କଲା ଅମୃତ୍ ମହୋତ୍ସବ ତିରଙ୍ଗା ଯାତ୍ରା କମିଟି

Posted by - August 13, 2022 0
ସମ୍ବଲପୁର: ୧୩/୦୮:( ରମାକାନ୍ତ ବିଶ୍ବାଳ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି “ଆଜାଦି କା ଆମୃତ୍ ମହୋତ୍ସବ” କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ…

କାଶୀପୁର ପୋଲିସ ର ସଫଳତା, ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ

Posted by - May 24, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ଜୈନିକ ବୃଦ୍ଧା ସଦାମଣି ନାଏକ ବୟସ…

ଧର୍ମଗଡ ଆଇ.ଟି.ଆଇ ଜୁନାଗଡ଼ ସ୍ଥାନାନ୍ତର ନେଇ ଧର୍ମଗଡ ରେ ତୀବ୍ର ପ୍ରତିକ୍ରିୟା

Posted by - June 3, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ନିର୍ମାଣ ହେବାକୁ ଥିବା ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର) ଧର୍ମଗଡ ଠାରେ ନ ହୋଇ ଜୁନାଗଡ଼ କୁ ସ୍ଥାନାନ୍ତର ହେବା ନେଇ…